ଓଡ଼ିଶା ରାଜନୀତିରେ ନୂଆ ଚର୍ଚ୍ଚା:କିଏ ସମ୍ଭାଳିବେ ଗାଦି ମୋହନ ନା ପ୍ରଧାନ!
ଓଡ଼ିଶା ରାଜନୀତିରେ ଏବେ ଦୁଇଟି ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୋହନ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜେପି ସରକାର ଚାଲିଥିବା ବେଳେ, ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜ୍ୟ ରାଜନୀତିରେ ବଢ଼ୁଥିବା ସକ୍ରିୟତାକୁ ନେଇ ବିଭିନ୍ନ ମହଲରେ ଅନେକ ଅନୁମାନ ଆରମ୍ଭ ହୋଇଛି। ସୋସିଆଲ ମିଡିଆଠାରୁ ଆରମ୍ଭ କରି ରାଜନୈତିକ ମହଲ ପର୍ଯ୍ୟନ୍ତ ପ୍ରଶ୍ନ ଉଠୁଛି ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆ […]

