Sunday, 17 May 2026
ଦେଶ ବିଦେଶ ମନରଞ୍ଜନ ସିନେମା

ଚର୍ଚ୍ଚାରେ ଧୂଆଁଧାର ଧୂରନ୍ଧର

ଚର୍ଚ୍ଚାରେ ଧୂରନ୍ଧର । କଣ୍ଟ୍ରୋଭର୍ସି, ବ୍ୟାନ୍ ଯେମିତି ପିଛା ଛାଡୁନି ଏହି ସିନେମାର । ତଥାପି ମଧ୍ୟ ରେକର୍ଡ ପରେ ରେକର୍ଡ ବନାଇଚାଲିଛି ରଣବୀର ସିଂ ଷ୍ଟାରର ଏହି ଫିଲ୍ମ । ଗୋଟିଏ କି ଦୁଇଟି ନୁହେଁ, ୧୯ଟି ରେକର୍ଡ ବନାଇଛି ଧୂରନ୍ଧର । ରଣବୀର ସିଂଙ୍କ କ୍ୟାରିଅରର ବିଗେଷ୍ଟ୍ ଓପନିଂ ସିନେମା ବନିଛି ଧୂରନ୍ଧର । ଓପନିଂ ୱିକେଣ୍ଡରେ ୧୦୩ କୋଟିର ବିଜନେସ୍ । ଏଥିସହିତ ରିଲିଜର ପ୍ରଥମ ସପ୍ତାହରେ ୨୦୭ କୋଟିରୁ ଅଧିକ କଲେକ୍ସନ୍ […]

ମନରଞ୍ଜନ ସିନେମା

‘ସବୁକିଛି ହୋଇଗଲା ବେକାର…’ ପୋଗ୍ରାମର ପୂର୍ବରୁ Varanasi ର ଟିଜର ଲିକ୍ , ଅସନ୍ତୋଷ ପ୍ରକାଶ କଲେ ଏସଏସ ରାଜମୌଲି

ଚଳଚ୍ଚିତ୍ର ନିର୍ମାତା ଏସ୍ ଏସ୍ ରାଜମୌଲି ନିକଟରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ବାରାଣସୀର ପୋଷ୍ଟର ଏବଂ ଟାଇଟଲ ରିଲିଜ କରିଛନ୍ତି। ହେଲେ ଇଭେଣ୍ଟ ସମୟରେ ଟିଜରଟି ମଧ୍ୟ ଭୁଲବଶତଃ ମୁକ୍ତିଲାଭ କରିଥିଲା, ଯାହା ଉପରେ ଏସ୍ ଏସ୍ ରାଜମୌଲି ତାଙ୍କର ନିରାଶା ପ୍ରକାଶ କରିଛନ୍ତି। ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ବୈଷୟିକ ପରୀକ୍ଷଣ ସମୟରେ ଏହି ଘଟଣା ଘଟିଥିଲା, ଯେଉଁଠି ଟିମ ନଭେମ୍ବର ୧୫ ତାରିଖ ଶନିବାର ପାଇଁ ନିର୍ଦ୍ଧାରିତ ଏକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି କରୁଥିଲେ। […]

Suchana Tv @2025. All Rights Reserved || Developed By CBSPL