ଜନ୍ତରମନ୍ତର ପ୍ରତିବାଦ ମଧ୍ୟରେ ମୋଦୀଙ୍କ ବଡ଼ ବାର୍ତ୍ତା, ଫେସବୁକ୍ରେ ଭିଡିଓ ବ୍ଲକ୍!
ଦିଲ୍ଲୀର ଜନ୍ତରମନ୍ତରରେ ଛାତ୍ର ପ୍ରତିବାଦ ଓ ପେପର ଲିକ୍ ପ୍ରସଙ୍ଗକୁ ନେଇ ଦେଶର ରାଜନୀତି ସରଗରମ ଥିବା ବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବପିଢ଼ିଙ୍କୁ ଉଦ୍ଦେଶ୍ୟ କରି ‘ସେଲଫି ମୋଡ୍’ରେ ଏକ ଭିଡିଓ ବାର୍ତ୍ତା ସେୟାର କରିଛନ୍ତି। ଭିଡିଓରେ ସେ ପେପର ଲିକ୍ ପ୍ରସଙ୍ଗକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯାଇଥିବା କହିବା ସହ ସରକାର ପକ୍ଷରୁ ଆବଶ୍ୟକ ପଦକ୍ଷେପ ଆରମ୍ଭ ହୋଇଥିବା ଦାବି କରିଛନ୍ତି। ଏହି ମଧ୍ୟରେ ସୋସିଆଲ ମିଡିଆରେ ଏହି ଭିଡିଓକୁ ନେଇ ନୂଆ ବିବାଦ […]

