Tuesday, 20 October 2026
ଦେଶ ବିଦେଶ

କାଦୁଅ ଭିତରେ ଜୀବନର ସନ୍ଧାନ, ଅସହାୟ ଆଖିରେ ଅପେକ୍ଷା

କିଏ ହାତରେ ଗୋଟିଏ ଫଟୋ ଧରି ଏପଟ ସେପଟ ଦୌଡ଼ୁଛି । କିଏ ନିଖୋଜ ଲୋକଙ୍କ ଲମ୍ବା ତାଲିକାକୁ ଥରେ ନୁହେଁ, ବାରମ୍ବାର ଅଣ୍ଡାଳୁଛି । କିଏ ପୋଲିସ କ୍ୟାମ୍ପରେ ପଚରାଉଚରା କରୁଛି, କିଏ ରିଲିଫ ସେଣ୍ଟରରେ ନିଜ ଲୋକଙ୍କ ନାଁ ଖୋଜୁଛି। ଆଉ କିଏ ଧ୍ୱଂସ ହୋଇଯାଇଥିବା ନିଜ ଘରର ଠିକଣା ଖୋଜୁଛି । କାରଣ ପ୍ରଳୟ ସବୁକିଛି ବଦଳାଇ ଦେଇଛି। ଗତକାଲି ଯେଉଁ ଗାଁରେ ଲୋକଙ୍କ କୋଳାହଳ ଥିଲା, ଆଜି ସେଠାରେ କେବଳ କାଦୁଅର […]

ଦେଶ ବିଦେଶ ମୁଖ୍ୟ ଖବର

ନେପାଳ ବନ୍ୟାର ରିଅଲ୍ ଲାଇଫ୍ ହିରୋ ଜୁଏଲ୍ !

ଚାରିଆଡ଼େ କେବଳ ହାହାକାର। ଆଖି ଆଗରେ ଭାସି ଯାଉଛି ଘରଦ୍ୱାର। ମାଟି ତଳେ ଚାପି ହୋଇଯାଉଛି ସ୍କୁଲ। କାନରେ ଶୁଭୁଛି ଲୋକଙ୍କ ଚିତ୍କାର। ଆଉ ସେହି ପ୍ରଳୟର ଛାତି ଉପରେ ଠିଆ ହୋଇଥିଲା ମୃତ୍ୟୁ । କିନ୍ତୁ ଏତେ ବଡ଼ ବିପଦ ସାମ୍ନାରେ ହାର ମାନିନଥିଲା ଜଣେ କୁନି ପିଲା। ବୟସ ମାତ୍ର ୮ ବର୍ଷ। ହାତରେ ନାହିଁ କୌଣସି ଶକ୍ତି। ମନରେ ନାହିଁ କୌଣସି ପ୍ରଶିକ୍ଷଣ, ତଥାପି ଥିଲା ଅସୀମ ସାହସ ଏବଂ ବଞ୍ଚିବାର ଅଦମ୍ୟ […]

Suchana Tv @2025. All Rights Reserved || Developed By CBSPL