ଆରପାରିରେ ଯାତ୍ରା ନିର୍ଦ୍ଦେଶକ ଦେବୀ ରଥ
ଆଉ ଯାତ୍ରା ମଞ୍ଚରେ ଶୁଣିବାକୁ ମିଳିବନି ତାଙ୍କ ସଂଳାପ, ତାଙ୍କ ଅଭିନୟ ଦେଖି ଆଉ ତାଳି ମାରିବେନି ଦର୍ଶକ । କାହିଁକି ନା ଆରପାରିରେ ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା ତଥା ନିର୍ଦ୍ଦେଶକ ଦେବୀ ରଥ । ତାରପୁର ଅପେରା ସହ ଇଷ୍ଟର୍ଣ୍ଣ ରେଡ୍-ବ୍ଲୁ ଭଳି କେତେକ ଯାତ୍ରା ପାର୍ଟିରେ ଦୀର୍ଘ ବର୍ଷ ଧରି ଅଭିନୟ କରିଥିବା ଏହି ଅଭିନେତାଙ୍କ ବିୟୋଗ ଯାତ୍ରା ଜଗତରେ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ୭୧ ବର୍ଷ ବୟସରେ ତାଙ୍କର ପରଲୋକ […]

