Saturday, 5 September 2026
ବିଜେଡି ବିଜେପି ମୁଖ୍ୟ ଖବର ରାଜନୀତି ରାଜ୍ୟ ରାଜନୀତି

ନବୀନଙ୍କ ଆକ୍ସନ ମୋଡ୍, ପଞ୍ଚାୟତରେ ବିଜେଡିର ଧମାକା!

ଓଡ଼ିଶା ରାଜନୀତିରେ ପୁଣି ଆରମ୍ଭ ହେଲା ବଡ ଚର୍ଚ୍ଚା। ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଆଉ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇବ, ରାଜ୍ୟ ରାଜନୀତିର ପାରା ସେତେ ଉପରକୁ ଯିବ। ଏହାରି ଭିତରେ ଏବେ ଚର୍ଚ୍ଚାର କେନ୍ଦ୍ରରେ ବିଜେଡି। କାରଣ ଦୀର୍ଘ ବର୍ଷ ଧରି ଓଡ଼ିଶାର ଶାସନ କ୍ଷମତାରେ ରହିଥିବା ବିଜେଡି ଏବେ ବିରୋଧୀ ଦଳ ଭାବେ ମଇଦାନରେ ରହିଛି। କିନ୍ତୁ ଦଳର ଆଗାମୀ ରାଜନୈତିକ ଯାତ୍ରା ପାଇଁ ପଞ୍ଚାୟତ ନିର୍ବାଚନକୁ ଏକ ବଡ ପରୀକ୍ଷା ଭାବେ […]

Uncategorized କେନ୍ଦ୍ରାପଡ଼ା ରାଜ୍ୟ

ଯିଏ ସାଜିଥିଲା ସାହାରା ଆଜି ତା ପରିବାର ବେସାହାରା

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ବନ୍ୟାର କରାଳ ରୂପ ଲୋକଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି । ବନ୍ୟାର କରାଳ ରୂପ ଯୋଗୁଁ ନଦୀକୂଳିଆ ଅଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଳି ଧୋୟା ଅଞ୍ଚଳରେ ଏବେ ବି ପ୍ରାୟ ୫ ଫୁଟ୍‌ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଅନେକ ଗାଁ ଜଳବନ୍ଦୀ ହୋଇଥିବା ବେଳେ ଲୋକଙ୍କ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଲୋକଙ୍କୁ […]

Suchana Tv @2025. All Rights Reserved || Developed By CBSPL