ସାବଧାନ ! ରୁଟି କ୍ୟାନ୍ସର ରୋଗର ବଡ଼ କାରଣ ! କେଉଁ ଅଟାର ରୁଟି ଶରୀର ପାଇଁ ଉପଯୁକ୍ତ ଜାଣନ୍ତୁ
ଆଜିକାଲି ବଜାରରେ ମିଳୁଥିବା ସବୁକିଛି ଅପମିଶ୍ରିତ ହେଉଛି । ଦୀର୍ଘ ସମୟ ଧରି ଅପମିଶ୍ରିତ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରରେ କୋଷଗୁଡ଼ିକର ବୃଦ୍ଧି ହୁଏ ଯାହା କର୍କଟ ରୋଗ ଭଳି ଗମ୍ଭୀର ରୋଗର କାରଣ ହୋଇପାରେ । ଏପରି ଖାଦ୍ୟ ଅଛି ଯାହାକୁ ଥରେ ଖାଇବା ଦ୍ୱାରା ଶରୀରକୁ କୌଣସି କ୍ଷତି ପହଞ୍ଚାଇ ନଥାଏ । କିନ୍ତୁ ଏହାକୁ ବାରମ୍ବାର ଏବଂ ଦୀର୍ଘ ସମୟ ଧରି ଖାଇବା ଦ୍ୱାରା କ୍ଷତି ପହଞ୍ଚାଏ । ଅନେକ ଅଧ୍ୟୟନ […]

