Saturday, 5 September 2026
ଅର୍ଥନୀତି ଓଡ଼ିଶା ଜାତୀୟ ମୁଖ୍ୟ ଖବର ରାଜନୀତି

ଓଡ଼ିଶାର ଖଣିକୁ ନେଇ ନବୀନ ଧର୍ମେନ୍ଦ୍ର ମୁହାଁମୁହିଁ!

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌-୨୦୨୬କୁ ନେଇ ଏବେ ଗରମ ହୋଇଛି ଓଡ଼ିଶା ରାଜନୀତି। ସଂସଦରେ ବିଲ୍‌ ପାସ୍‌ ହେବା ପରେ ଏହାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ତୀବ୍ର ବାକ୍‌ଯୁଦ୍ଧ। ଗୋଟିଏ ପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜାରି କରି ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ଅଧିକାରକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ନବୀନଙ୍କ ଅଭିଯୋଗ ହେଉଛି, ନୂଆ ଆଇନ ଦ୍ୱାରା ରାଜ୍ୟର ଖଣିଜ ସମ୍ପଦ ଉପରେ […]

ଜାତୀୟ ରାଜନୀତି

ଆଜି ସଂସଦରେ ପେପର ଲିକ୍ ବିଲ୍ ଉପରେ ବଡ଼ ଚର୍ଚ୍ଚା!

ଦେଶରେ ବାରମ୍ବାର ଘଟୁଥିବା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ରୋକିବା ପାଇଁ ଆଣାଯାଇଥିବା ପ୍ରଶ୍ନପତ୍ର ଲିକ୍ ବିଲ୍କୁ ନେଇ ଆଜି ସଂସଦରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ପରୀକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ସୁରକ୍ଷିତ ଓ ବିଶ୍ୱସନୀୟ କରିବା ଉଦ୍ଦେଶ୍ୟରେ ସରକାର ଏହି ବିଲ୍ ଉପସ୍ଥାପନ କରିଛନ୍ତି।ବିଲ୍‌ରେ ପ୍ରଶ୍ନପତ୍ର ଲିକ୍, ପରୀକ୍ଷାରେ ଅନିୟମିତତା, ସଂଗଠିତ ଠକେଇ ଏବଂ ଡିଜିଟାଲ ମାଧ୍ୟମରେ ପ୍ରଶ୍ନପତ୍ର ପ୍ରଚାର ଭଳି ଅପରାଧ ବିରୋଧରେ କଡ଼ା ଦଣ୍ଡ ବ୍ୟବସ୍ଥା ରଖାଯାଇଥିବା ଜଣାପଡ଼ିଛି। ଏହା ସହିତ ପରୀକ୍ଷା ପ୍ରକ୍ରିୟାରେ […]

Suchana Tv @2025. All Rights Reserved || Developed By CBSPL