କେନ୍ଦ୍ରାପଡ଼ା ମୁଖ୍ୟ ଖବର ରାଜ୍ୟ

ବ୍ୟକ୍ତିଗତ ରାସ୍ତା ପାଇଁ ମଠ ଭାଙ୍ଗିବାକୁ ଦେବୁନାହିଁ : ଗ୍ରାମବାସୀ

କୋଡିଏ ବର୍ଷର ଭାଗବତ ଟୁଙ୍ଗି ଭାଙ୍ଗିବା ଉଦ୍ୟମରେ ତେଜିଲେ ବାଲଣା ଗ୍ରାମବାସୀ। ଗ୍ରାମରେ ପୁରାଇଦେଲେ ନାହିଁ ସରକାରୀ ବାବୁ ମାନଙ୍କୁ ଘଟଣାସ୍ଥଳରୁ ଫେରିଲେ ତହସିଲଦାର। ମଠକୁ ଭାଙ୍ଗିବା ଜେସିବି ଅଟକାଇଲେ ଉଦ୍ୟମ ହେଉଥିବା ବେଳେ ଶହ ଶହ ବାଲଣା ଗ୍ରାମବାସୀ ଏଥିରେ ଉତେଜିତ ହୋଇ ପ୍ରଶାସନ କୁ ତାଗିଦ କରିଥିଲେ । ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ କହିବା ଅନୁଯାୟୀ ମଠ ପଛପଟେ ରହୁଥିବା ନରେଶ ବେହେରା ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ବେଆଇନ ଭାବେ ଜାଲି […]