‘ମୁଁ ମୋ ପରିବାର ସହିତ ସମ୍ପର୍କ ଭାଙ୍ଗୁଛି…’ X ରେ ପୋଷ୍ଟ କଲେ ରୋହିଣୀ; ଆରଜେଡିର ପରାଜୟ ପରେ ଲାଲୁ ପରିବାରରେ ବିଭାଜନ
୨୦୨୫ ବିହାର ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ ଏକ ବୃହତ ପରାଜୟ ବରଣ କରିଛି । ଆରଜେଡି ମାତ୍ର ୨୫ ଆସନରେ ସୀମିତ ରହିଯାଇଛି । ନିର୍ବାଚନ ଫଳାଫଳ ପରେ ଲାଲୁ ପରିବାର ଭିତରେ ଚାଲିଛି କେଁ-କଟର । ଲାଲୁଙ୍କ ସାନ ଝିଅ ଏବଂ ତେଜସ୍ୱୀଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି। ରୋହିଣୀ ଆଚାର୍ଯ୍ୟ ତାଙ୍କ ପରିବାର ସହିତ ସମ୍ପର୍କ ଛିନ୍ନ କରିବାର ନିଷ୍ପତ୍ତି ଘୋଷଣା […]

