ଭିମସାର ପରିସରରୁ ଶିଶୁପୁତ୍ର ଚୋରି ଘଟଣା: ୪ଟି ଟିମ୍ ଗଠିତ
ବୁର୍ଲା: ବୁର୍ଲା ଭିମସାର ପରିସରରୁ ଶିଶୁପୁତ୍ର ଚୋରି ଘଟଣାକୁ ନେଇ ତତ୍ପର ହୋଇଉଠିଛି ପ୍ରଶାସନ। ୪ଟି ଟିମ୍ ଗଠନ କରାଯାଇ ଚୋରିକରିଥିବା ମହିଳାଙ୍କୁ ଧରିବା ଲାଗି ଜୋରଦାର ପ୍ରଚେଷ୍ଟା ଚାଲିଛି। ଏନେଇ ବିଭିନ୍ନ ଜିଲ୍ଲା ପୁଲିସକୁ ଆଲର୍ଟ କରାଯାଇଛି। ଉକ୍ତ ମହିଳାଙ୍କ ଫଟୋ ବି ପୁଲିସ ପାଖକୁ ପଠାଯାଇଛି। ପ୍ରସୂତି ଓ ସ୍ତ୍ରୀରୋଗ ୱାର୍ଡରୁ ଏହି ନବଜାତ ଶିଶୁପତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଛୁଆ ଚୋରି ହୋଇଥିବା ଜାଣିବା ପରେ ଶିଶୁର ବାପା ପ୍ରଥମେ ଭିମ୍ସାର […]

