ଅନ୍ତର୍ଜାତୀୟ ଦେଶ ବିଦେଶ ମୁଖ୍ୟ ଖବର

ଗୁରୁତର ଆହତ ସତ୍ତ୍ବେ ଅନ୍ୟମାନଙ୍କ ଜୀବନ ରକ୍ଷା କରିଥିଲେ ମଚାର…

ଆକାଶରେ ଉଡୁଥିଲା ବିମାନ| ହଜାର ହଜାର ଫୁଟ୍ ଉପରେ ଥିଲେ ଶହ ଶହ ଯାତ୍ରୀ| ହଠାତ୍ ବିମାନ ଭିତରୁ ଆସିଲା ଚିତ୍କାରର ଶବ୍ଦ।ଆଉ ତା’ପରେ ଯାହା ଘଟିଲା, ତାହା କୌଣସି ସିନେମାର ଦୃଶ୍ୟଠାରୁ କମ୍ ନଥିଲା।ଦୁବାଇରୁ ଇସ୍ରାଏଲ ଯାଉଥିବା Flydubai ବିମାନ FZ1073ରେ ହଠାତ୍ ଘଟିଲା ଭୟଙ୍କର ଘଟଣା। ରିପୋର୍ଟ ଅନୁସାରେ, ବିମାନର ଜଣେ ପାଇଲଟ୍ ଅନ୍ୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚାରଙ୍କୁ ଆକ୍ରମଣ କରିଥିଲେ। ସେହି ସମୟରେ ବିମାନ ହଠାତ୍ ତଳକୁ ଖସିବା ଆରମ୍ଭ କରିଥିଲା| […]