Sunday, 17 May 2026
ଜାତୀୟ

ବିଳାସପୁର ଟ୍ରେନ୍ ଦୁର୍ଘଟଣାର କାରଣ ଲାଲ ସିଗନାଲ ଡେଇଁବା ଥିଲା କି? ରେଳବାଇ ଦର୍ଶାଇଲା କାରଣ

ଛତିଶଗଡ଼ର ବିଳାସପୁର ଷ୍ଟେସନ ନିକଟରେ ଏକ ସ୍ଥାନୀୟ ଯାତ୍ରୀବାହୀ ଟ୍ରେନ୍ ଏବଂ ଏକ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହେବାର କିଛି ଘଣ୍ଟା ପରେ, ମଙ୍ଗଳବାର ରେଳବାଇ ବୋର୍ଡ କହିଛି ଯେ ଯାତ୍ରୀବାହୀ ଟ୍ରେନ୍ ଲାଲ ସିଗନାଲ ପାର କରିଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ରେଳବାଇ ଅଧିକାରୀମାନେ କହିଛନ୍ତି ଯେ ଅପରାହ୍ନ ପ୍ରାୟ ୪ଟା ସମୟରେ ଡେମୁ (ଡିଜେଲ୍ ଇଲେକ୍ଟ୍ରିକ୍ ମଲ୍ଟିପଲ୍ ୟୁନିଟ୍) ଟ୍ରେନ୍ ପଡ଼ୋଶୀ କୋର୍ବା ଜିଲ୍ଲାର […]

ଜାତୀୟ

ମାଲବାହୀ ଟ୍ରେନ ଉପରକୁ ମାଡ଼ିଗଲା ଯାତ୍ରୀବାହୀ ଟ୍ରେନ

ଛତିଶଗଡ଼ର ବିଳାସପୁରରେ ଏକ କୋର୍ବା ଯାତ୍ରୀବାହୀ ଟ୍ରେନ୍ ଏବଂ ଏକ ମାଲବାହୀ ଟ୍ରେନ୍ ଧକ୍କା ହୋଇଯାଇଛି। ଏହି ଭୟଙ୍କର ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ରେଳବାଇ ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତଥାପି ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି । ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ୪ଟାରେ ଏହି ଘଟଣା ଘଟିଛି। ରେଳ […]

Suchana Tv @2025. All Rights Reserved || Developed By CBSPL