Tuesday, 20 October 2026
ଜାତୀୟ ମୁଖ୍ୟ ଖବର ରାଜନୀତି

ଦୁଇଟି ଆସନ ଦିଦିଙ୍କ ହାତରୁ ଗଲା!

ନନ୍ଦୀଗ୍ରାମ- ଯେଉଁ ମାଟିରୁ ବଙ୍ଗ ରାଜନୀତିରେ ବଡ଼ ବଡ଼ ଝଡ଼ ଉଠିଛି| ଆଉ ଏବେ ପୁଣି ସେହି ନନ୍ଦୀଗ୍ରାମ ଏବେ ରାଜନୀତିର କେନ୍ଦ୍ରବିନ୍ଦୁ|ଉପନିର୍ବାଚନକୁ ନେଇ ଦିନକୁ ଦିନ ବଢ଼ୁଥିବା ରାଜନୈତିକ ଉଷ୍ମତା ଶୁକ୍ରବାର ହଠାତ୍ ଏମିତି ମୋଡ଼ ନେଲା, ଯାହାକୁ ନେଇ ବଙ୍ଗ ରାଜନୀତିରେ ଜୋରଦାର ଚର୍ଚ୍ଚା| ପ୍ରଥମ ଧମାକା, ମମତା ଶିବିରର ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଦେଙ୍କ ନାମାଙ୍କନ ପ୍ରତ୍ୟାହାର| ରିପୋର୍ଟ ଅନୁସାରେ, ଶୁଭେନ୍ଦୁ ଅଧିକାରୀଙ୍କ ସହ ସାକ୍ଷାତ ପରେ ସଞ୍ଚିତା ନିର୍ବାଚନ ମଇଦାନରୁ ଓହରିଥିଲେ। […]

ଜାତୀୟ ବିଜେପି ମୁଖ୍ୟ ଖବର ରାଜନୀତି

ପଶ୍ଚିମବଙ୍ଗରେ ଟିଏମସି ଏବଂ ବିଜେପିରେ ଚାଲିଛି କଡ଼ା ଟକ୍କର

୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଛି। ଗୁରୁବାର ଦିନ, ପ୍ରଥମ ପର୍ଯ୍ୟାୟର ଅଂଶ ସ୍ୱରୂପ ପଶ୍ଚିମବଙ୍ଗର ୧୬ଟି ଜିଲ୍ଲାର ୧୫୨ଟି ଆସନ ପାଇଁ ମତଦାନ ହେଉଛି। ମୋଟ ୧,୪୭୮ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ୧୫୨ଟି ନିର୍ବାଚନମଣ୍ଡଳୀରେ ୪୪,୦୦୦ରୁ ଅଧିକ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏଥିମଧ୍ୟରୁ ୭,୩୮୪ ମତଦାନ କେନ୍ଦ୍ରକୁ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ବିବେଚନା କରାଯାଏ। ଏହି ପର୍ଯ୍ୟାୟରେ, ୩ କୋଟି ୬୦ ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ […]

Suchana Tv @2025. All Rights Reserved || Developed By CBSPL