Sunday, 17 May 2026
ବିଧାନସଭା ସମାଚାର

ଓଡ଼ିଶା ବିଧାନସଭା ରେ ରାଜ୍ୟସଭା ସାଂସଦ ପଦ ପାଇଁ ଶ୍ରୀ ସୁଜିତ୍ କୁମାର ନାମାଙ୍କନ ପତ୍ର ଦାଖଲ କରୁଛନ୍ତି

ଓଡ଼ିଶା ବିଧାନସଭା ରେ ରାଜ୍ୟସଭା ସାଂସଦ ପଦ ପାଇଁ ଶ୍ରୀ ସୁଜିତ୍ କୁମାର ନାମାଙ୍କନ ପତ୍ର ଦାଖଲ କରୁଛନ୍ତି । ନିକଟ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ,ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ବି ଜେ ପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ମନ୍ତ୍ରୀ ମଣ୍ତଳ ର ସଦସ୍ୟ ଗଣ ଓ ବିଧାୟକ ବୃନ୍ଦ ଉପସ୍ଥିତ ଅଛନ୍ତି ।
୯ ଡିସେମ୍ବର ୨୦୨୪

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL