Tuesday, 21 July 2026
ଜ଼ିଲ୍ଲା ମୟୂରଭଞ୍ଜ ମୁଖ୍ୟ ଖବର ରାଜ୍ୟ ଖବର

ଉଦ୍ଧାର କାମ ଚାଲିଥିବା ବେଳେ… ମାଡ଼ିଆସିଲା ଆଉ ଏକ ଦୁର୍ଘଟଣା!

ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ପାଲବଣିରେ ଘଟିଛି ଏକ ଲୋମଟାଙ୍କୁରା ସଡ଼କ ଦୁର୍ଘଟଣା। ପୂର୍ବରୁ ଘଟିଥିବା ଏକ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଏକ ଦ୍ରୁତଗାମୀ ଡଷ୍ଟ ବୋଝେଇ ଡମ୍ପର ଲୋକଙ୍କ ଉପରେ ମାଡ଼ିଯିବାରୁ ୩ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ପ୍ରଥମେ ପାଲବଣି ନିକଟରେ ଏକ କାଠ ବୋଝେଇ ଟାଟା ଏସି ଗାଡ଼ି […]

ଜାତୀୟ

ନିଶାଗ୍ରସ୍ତରେ କାର ଚାଳକ ଧକ୍କା ଦେଲା ଅର୍ଥମନ୍ତ୍ରୀଙ୍କ କାରକୁ, ବନ୍ଧା ହେଲେ ଚାଳକ

କେରଳରେ ଜଣେ ମଦ୍ୟପ ବ୍ୟକ୍ତି ବେପରୁଆ ଗାଡି ଚଳାଇ ଅର୍ଥମନ୍ତ୍ରୀ କେ.ଏନ୍. ବାଲାଗୋପାଳଙ୍କ କାରକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ଶନିବାର ରାତି ପ୍ରାୟ ୧୦ଟାରେ କେରଳର ବାମନପୁରମରେ ଘଟିଥିଲା। ଖବର ପାଇ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। କେରଳ ପୋଲିସର ସୂଚନା ଅନୁଯାୟୀ, ରାଜ୍ୟ ଅର୍ଥମନ୍ତ୍ରୀ କେ.ଏନ୍. ବାଲାଗୋପାଳ କୋଟ୍ଟାରକ୍କାରାରୁ ତିରୁବନନ୍ତପୁରମ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଅଭିଯୁକ୍ତ ରାସ୍ତାର ଅପର ପାର୍ଶ୍ୱରେ ଗାଡ଼ି ଚଲାଉଥିଲା । ଓଭରଟେକ୍ କରିବାକୁ ଚେଷ୍ଟା କରିବା ସମୟରେ, […]

Suchana Tv @2025. All Rights Reserved || Developed By CBSPL