ଓଡ଼ିଶା ମୁଖ୍ୟ ଖବର ରାଜନୀତି ରାଜ୍ୟ ରାଜନୀତି

ଭୁଷୁଡି ଜୀବ କି ବିଜେଡ଼ି, ନବୀନ ଦେଇଥିବା ଶଙ୍ଖ ଫେରେଇ ଦେବେ କି ଆରୁଖ!

ନବୀନ ଦେଇଥିବା ଶଙ୍ଖ ଫେରେଇ ଦେବେ ବିକ୍ରମ କେଶରୀ ଆରୁଖ ଶଙ୍ଖ ବଦଳରେ ସେଇ ହାତରେ ପଦ୍ମ ଫୁଲ ଧରିବାକୁ ସେ ନିଷ୍ପତି ନେଇ ସାରିଛନ୍ତି। କାରଣ ଆଗରୁ ନବୀନ ପଟ୍ଟନାୟକଙ୍କ ହାତରୁ ମନ୍ତ୍ରୀ ପଦ ମିଳୁଥିଲା। କିନ୍ତୁ ଏବେ ନବୀନଙ୍କ ପାଖରେ ଦେବା ପାଇଁ ଆଉ କିଛି ବାକି ନାହିଁ। ତେଣୁ ନବୀନଙ୍କ ପାଖରୁ ବାହାରି ଆସିବା ପାଇଁ ବିକ୍ରମ ନିଷ୍ପତି ନେଇଛନ୍ତି। ଗଞ୍ଜାମର ଟାଣୁଆ ନେତା ବିକ୍ରମ ଆରୁଖ ନେଇ ଏବେ ଏମିତି ଚର୍ଚ୍ଚା […]