କିଏ ୯୫ ତ କିଏ ୨୭… କିଛି ଭୋଟର ବ୍ୟବଧାନ ଭାଙ୍ଗି ଦେଲା ପଦବୀର ସ୍ୱପ୍ନକୁ ! ବିହାର ନିର୍ବାଚନରେ ଏହି ଆସନଗୁଡ଼ିକରେ ହୋଇଗଲା ଖେଳ
ବିହାର ବିଧାନସଭା ନିର୍ବାଚନରେ ଏଥର ବିଜେପି ଇତିହାସ ରଚିଛି । କାହିଁକିନା ସେ ସବୁଠାରୁ ବୃହତ ଦଳ ଭାବରେ ଉଭା ହୋଇଛି। ବିହାର ନିର୍ବାଚନରେ ଏଥର ବିଜେପି 89 ଟି ଆସନ ଜିତିବାରେ ସକ୍ଷମ ହୋଇପାରିଛି। ଅନ୍ୟପଟେ ନୀତିଶ କୁମାରଙ୍କ ଜେଡିୟୁ 85ଟି ଆସନ ଜିତିଛି । ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ମହାଗଠବନ୍ଧନ 50 ଅଙ୍କ ମଧ୍ୟ ପାର କରିପାରି ନଥିଲା। କିଛି ପ୍ରାର୍ଥୀ ରେକର୍ଡ ସଂଖ୍ୟାରେ ଜିତିଥିବାବେଳେ କିଛି ପାର୍ଥି ସବୁଠାରୁ କମ୍ […]



