ଅନ୍ତର୍ଜାତୀୟ ମୁଖ୍ୟ ଖବର

ଚାହୁଁଚାହୁଁ ଆଖି ପିଛୁଳାକେ ସମୁଦ୍ରରେ ଡୁବିଗଲା

ପାରାଦୀପରେ ଜାହାଜ ଅଘଟଣ: ସୂଚନା ଅନୁସାରେ, ଜାହାଜଟି ପାରାଦୀପ ବନ୍ଦରରୁ ଚୀନ୍‌ର ଡାଲିଆନ୍‌ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଓଡ଼ିଶା ଉପକୂଳରୁ ପ୍ରାୟ ୨୫୦ ନଟିକାଲ ମାଇଲ ଦୂର ଯାତ୍ରା କରିବା ପରେ ଜାହାଜଟି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଗତକାଲି ଦିନ ୧୧ଟା ୪୮ ମିନିଟ୍‌ ସମୟରେ MV Ocean Winner ଜାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ନେଇ MRCC ସୂଚନା ପାଇଥିଲା। ସୂଚନା ପାଇବା ପରେ ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଜାହାଜରେ […]