ଅପରାଧ ଜ଼ିଲ୍ଲା ମୁଖ୍ୟ ଖବର ରାଜ୍ୟର ପ୍ରମୁଖ ସହର

ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କ!

ଧଡୁ ପଟ୍ଟନାୟକ(ପୁରୀ ) ମା’ର ମମତା ଓ ପୁଅର ଭଲପାଇବାର ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କ! ପୁଅର ସନ୍ଦେହଜନକ କାରନାମାକୁ ନେଇ ଏବେ ପୁରୀରେ ଚାଞ୍ଚଲ୍ୟ। ପୁରୀ କୁମ୍ଭାରପଡ଼ା ଅଞ୍ଚଳରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା। ଜଣେ ମାଆଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଭଡ଼ା ଘରର ରୋଷେଇ ଘର ସ୍ଲାବ ତଳେ ପୋତି ଦିଆଯାଇଥିବା ନେଇ ଘର ମାଲିକ ସନ୍ଦେହ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ, ପ୍ରାୟ ଦୁଇ ମାସ ତଳେ ଜଣେ ମହିଳା […]