ଅଶାନ୍ତ ଗଂଜାମ,ଘନ ଘନ ଏନ୍କାଉଣ୍ଟର ପରେ ବି ସ୍ଥିତି ସଂଗୀନ
ଅପାରାଧିଙ୍କୁ ଆଉ ନିସ୍ତାର ନାହିଁ , ଏଣିକି ଅପରଧ କରି ଭୁଇଁ ତଳେ ଲୁଚିଲେ ବି ଖୋଜି କାଢି ଏନ୍କାଉଣ୍ଟର କରିବ ପୋଲିସ | ଅମାନିଆ ଅପରାଧୀଙ୍କୁ ସାବାଡ଼ କରିବାକୁ ୟୁପି ଷ୍ଟାଇଲ ଆପଣାଇବ ଓଡିଶା ପୋଲିସ | ହିଂସା ଖେଳାଇଲେ ଅପରାଧୀଙ୍କୁ କେବଳ ବନ୍ଧୁକ ମୁନରେ ଦିଆଯିବ ଜବାବ | ଦିନକୁ ଦିନ ଅଶାନ୍ତ ହୋଇଚାଲିଛି ଗଂଜାମ | ଅପରାଧୀଙ୍କ ମନମାନୀ ପାଇଁ ଟେନସନରେ ଗଂଜାମ ପୋଲିସ |କାହିଁକି ଦିନକୁ ଦିନ ଗଂଜାମ ରେ […]
