ଅପରାଧ ମୁଖ୍ୟ ଖବର ରାଜ୍ୟ ଖବର

ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ପ୍ରଭୁ ବଳଦେବଜୀଉଙ୍କ ରଥ ନିର୍ମାଣ କାର୍ଯ୍ୟ ଜୋରଦାର

ଚଳିତ ବର୍ଷ ରଥଯାତ୍ରା ପାଇଁ ପ୍ରଭୂ ବଳଦେବଜୀୟୁଙ୍କ ତାଳଧୋଜ ରଥ ଗଢ଼ା କାଯ୍ୟ ପ୍ରାୟତଃ ଶେଷ ହେବା ଉପରେ ! ପବିତ୍ର ସ୍ନାନପୂର୍ଣ୍ଣିମା ପରଠାରୁ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ପ୍ରଭୁ ବଳଦେବଜୀଉଙ୍କ ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଭାବେ ଚାଲିଛି। ବର୍ତ୍ତମାନ ସୁଦ୍ଧା ରଥର ଚକ ଓ ଅଖ ନିର୍ମାଣ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅଳ୍ପ କିଛି କାର୍ଯ୍ୟ ବାକି ରହିଛି। ରଥ ନିର୍ମାଣ କାର୍ଯ୍ୟରେ ୨୪ ଜଣ ମହାରଣା ସେବାୟତ ନିଯୋଜିତ ଅଛନ୍ତି । […]