ମୁଖ୍ୟ ଖବର ରାଜ୍ୟ

ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ବାପାଙ୍କୁ ପଥରରେ ଛେଚି ହତ୍ୟା Bhubaneswar Horror: Father Killed in Stone Attack

ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ବାପାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗରେ ପୁଅକୁ ନେଇ ଚର୍ଚ୍ଚା। ଏହି ଘଟଣା ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ମଞ୍ଚନାଥ ବିହାର ଅଞ୍ଚଳରେ ଘଟିଛି। ମୃତକ ହେଲେ କଣ୍ଟ୍ରାକ୍ଟର କେ. ବିଶ୍ୱନାଥ।ବିଶ୍ଵନାଥ ଘର ଭିତରୁ ରକ୍ତାକ୍ତ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହେବା ପରେ କମିଶନରେଟ୍ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମଞ୍ଚେଶ୍ୱର ଥାନା ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରୁଛି। ହତ୍ୟାର ପ୍ରକୃତ କାରଣ […]