Tuesday, 20 October 2026
ଜଗତସିଂହପୁର ଜାତୀୟ ଯାଜପୁର

ଦୀପ ଜାଳିଲେ ମନ୍ତ୍ରୀ-ବିଧାୟକ, କଲେ କାମନା !

ଗତକାଲି ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ। ତାଙ୍କର ଦିର୍ଘ ଦିନର ରାଜନୈତିକ ଯାତ୍ରା ଏବଂ ଦିର୍ଘ ୨୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ଭାରତକୁ ଏକ ସ୍ୱତନ୍ତ୍ରତା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଭାରତୀୟ ଅର୍ଥନୀତି ହେଉ କି ଜନମଙ୍ଗଳ କାରୀ ଯୋଜନା ମାଧ୍ୟମରେ ହେଉ ସିଏ ସାଧାରଣ ଲୋକଙ୍କ ନିକଟରେ ଜନପ୍ରିୟ ହୋଇପାରିଛନ୍ତି। ସେଥିଲାଗି ସାରା ଭାରତ ବର୍ଷ ତାଙ୍କର ଜନ୍ମ ଦିନକୁ ଧୁମ୍ ଧାମରେ ପାଳନ […]

ଜାତୀୟ

ନିଶାଗ୍ରସ୍ତରେ କାର ଚାଳକ ଧକ୍କା ଦେଲା ଅର୍ଥମନ୍ତ୍ରୀଙ୍କ କାରକୁ, ବନ୍ଧା ହେଲେ ଚାଳକ

କେରଳରେ ଜଣେ ମଦ୍ୟପ ବ୍ୟକ୍ତି ବେପରୁଆ ଗାଡି ଚଳାଇ ଅର୍ଥମନ୍ତ୍ରୀ କେ.ଏନ୍. ବାଲାଗୋପାଳଙ୍କ କାରକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ଶନିବାର ରାତି ପ୍ରାୟ ୧୦ଟାରେ କେରଳର ବାମନପୁରମରେ ଘଟିଥିଲା। ଖବର ପାଇ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। କେରଳ ପୋଲିସର ସୂଚନା ଅନୁଯାୟୀ, ରାଜ୍ୟ ଅର୍ଥମନ୍ତ୍ରୀ କେ.ଏନ୍. ବାଲାଗୋପାଳ କୋଟ୍ଟାରକ୍କାରାରୁ ତିରୁବନନ୍ତପୁରମ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଅଭିଯୁକ୍ତ ରାସ୍ତାର ଅପର ପାର୍ଶ୍ୱରେ ଗାଡ଼ି ଚଲାଉଥିଲା । ଓଭରଟେକ୍ କରିବାକୁ ଚେଷ୍ଟା କରିବା ସମୟରେ, […]

Suchana Tv @2025. All Rights Reserved || Developed By CBSPL