ମୁଖ୍ୟ ଖବର ରାଜ୍ୟ ଖବର ଶିକ୍ଷା

କଳିଙ୍ଗ ର୍ନର୍ସିଂ କଲେଜରେ ଛାତ୍ରଛାତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ

କଳିଙ୍ଗ ହସ୍‌ପିଟାଲ ପରିସରରେ ଥିବା କଳିଙ୍ଗ ନର୍ସିଂ କଲେଜର ବି.ଏସ୍.ସି(ନସିଂ) ପ୍ରଥମ ବର୍ଷ ଓ ଜି.ଏନ୍.ଏମ୍ ଛାତ୍ରଛାତ୍ରୀ ମାନଙ୍କର ପ୍ରଦୀପ ପ୍ରଜ୍ୱଳନ ଓ ଶପଥ ପାଠ ଉତ୍ସବ ଜୟଦେବ ବିହାର ନିକଟସ୍ଥ ଇଭେଣ୍ଟ ସ୍କ୍ଵାୟାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବ୍ରହ୍ମଗିରିର ବିଧାୟିକା ଶ୍ରୀମତି ଉପାସନା ମହାପାତ୍ର ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ । କଳିଙ୍ଗ ହସପିଟାଲ ଫାଉଣ୍ଡେସନର ଟ୍ରଷ୍ଟି ତଥା ପୂର୍ବତନ ଭାରତୀୟ ରାଜସ୍ଵ ସେବା ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ […]