Saturday, 5 September 2026
ଅପରାଧ କେନ୍ଦ୍ରାପଡ଼ା ଜ଼ିଲ୍ଲା ମୁଖ୍ୟ ଖବର

କଳଙ୍କିତ ସମାଜରେ କେହି ବି ସୁରକ୍ଷିତ ନୁହଁତି ଏମାନଙ୍କୁ…….

ମଣିଷ ଭୁଲିଗଲା କି ମାନବିକତା? ଆଜିର ସମାଜରେ ମାନବିକତା ଓ ସମ୍ବେଦନଶୀଳତାକୁ ନେଇ ଅନେକ ପ୍ରଶ୍ନ ଉଠାଉଥିବା ଏକ ଲଜ୍ଜାଜନକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି। ଜଣେ ମାନସିକ ଭାବେ ଅସୁସ୍ଥ ଯୁବତୀଙ୍କୁ ଏକୁଟିଆ ପାଇ ଜଣେ ଯୁବକ ତାଙ୍କ ସହ ଜୋରଜବରଦସ୍ତି କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଯୋଗ ଅନୁଯାୟୀ, ଆଳି ଥାନା ଅନ୍ତର୍ଗତ […]

ଅପରାଧ ଜାତୀୟ ମୁଖ୍ୟ ଖବର ରାଜ୍ୟ ଖବର

ଜଙ୍ଗଲରେ ଲୁଚାଯାଇଥିଲା ଗୋଳା ବାରୁଦ ସହ କ୍ୟାମେରା

କୋରାପୁଟ ପୁଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। କୋରାପୁଟ ଜିଲ୍ଲା ଡିଭିଏଫ୍ (DVF) ପୁଲିସ ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏକ ମାଓବାଦୀ ଡମ୍ପ ଠାବ କରି ବିପୁଳ ପରିମାଣର ସାମଗ୍ରୀ ଜବତ କରିଛି। ସୂଚନା ଅନୁଯାୟୀ, କୋରାପୁଟ ମାଲକାନଗିରି ସୀମାନ୍ତ ବୋଇପାରିଗୁଡା ବ୍ଲକ୍‌ର ତେନ୍ତୁଳିଗୁମା ଜଙ୍ଗଲରେ ମାଓବାଦୀମାନେ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିବା ନେଇ ପୁଲିସ ସୁରାକ ପାଇବାପରେ, ଏହି ସୂଚନା ଆଧାରରେ ଆଜି ସକାଳୁ […]

Suchana Tv @2025. All Rights Reserved || Developed By CBSPL