Tuesday, 20 October 2026
ଜାତୀୟ ମୁଖ୍ୟ ଖବର ରାଜନୀତି

ଦୁଇଟି ଆସନ ଦିଦିଙ୍କ ହାତରୁ ଗଲା!

ନନ୍ଦୀଗ୍ରାମ- ଯେଉଁ ମାଟିରୁ ବଙ୍ଗ ରାଜନୀତିରେ ବଡ଼ ବଡ଼ ଝଡ଼ ଉଠିଛି| ଆଉ ଏବେ ପୁଣି ସେହି ନନ୍ଦୀଗ୍ରାମ ଏବେ ରାଜନୀତିର କେନ୍ଦ୍ରବିନ୍ଦୁ|ଉପନିର୍ବାଚନକୁ ନେଇ ଦିନକୁ ଦିନ ବଢ଼ୁଥିବା ରାଜନୈତିକ ଉଷ୍ମତା ଶୁକ୍ରବାର ହଠାତ୍ ଏମିତି ମୋଡ଼ ନେଲା, ଯାହାକୁ ନେଇ ବଙ୍ଗ ରାଜନୀତିରେ ଜୋରଦାର ଚର୍ଚ୍ଚା| ପ୍ରଥମ ଧମାକା, ମମତା ଶିବିରର ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଦେଙ୍କ ନାମାଙ୍କନ ପ୍ରତ୍ୟାହାର| ରିପୋର୍ଟ ଅନୁସାରେ, ଶୁଭେନ୍ଦୁ ଅଧିକାରୀଙ୍କ ସହ ସାକ୍ଷାତ ପରେ ସଞ୍ଚିତା ନିର୍ବାଚନ ମଇଦାନରୁ ଓହରିଥିଲେ। […]

ଦେଶ ବିଦେଶ ମୁଖ୍ୟ ଖବର ରାଜନୀତି

ମାତ୍ର ଗୋଟିଏ ଭୋଟରେ ମନ୍ତ୍ରୀଙ୍କୁ ହରାଇଲା TVK !

ନିର୍ବାଚନ ଆସେ ଯାଏଁ, ଆଉ ଜନତାହିଁ ନିସ୍ପତ୍ତି କରନ୍ତି କିଏ ପିନ୍ଧିବ ବିଜୟର ଟିକା । କିଏ ହେବ ସିଂହାସନର ମଉଡ ମଣୀ । ସେଥିପାଇଁ ବୋଧୂଏ ଯେବେଯେବେ ଯେଉଁଠି ଆଉ ଯେଉଁସମୟରେ ନିର୍ବାଚ ହୁଏ ସେବେସେବେ ସେଇଠି ସେଇଠି ଲୋକଙ୍କ ଉପରେ ଯୋଜନାର ବର୍ଷା ଗୋଟିଏ ପରେ ଗୋଟିଏ ହୁଏ । ଆଉ ସାଧାରଣ ଲୋକଙ୍କରୁ ଅନେକ ପ୍ରତିଶୃତି ମଧ୍ୟ ଦେଇଥାନ୍ତି ନେତା । ତଥାପି କିଅ ଜିତିବ ଆଉ କିଏ ହାରିବ ସେବି ଭାଗ୍ୟ […]

Suchana Tv @2025. All Rights Reserved || Developed By CBSPL