ଶିକ୍ଷା

ପ୍ରଶ୍ନପତ୍ର ଲିକ୍ ବିଲ୍ ଉପରେ ଆଜି ଆଲୋଚନା ହୋଇଛି । “Question Paper Leak Bill Discussed in Assembly Today”

ପ୍ରଶ୍ନପତ୍ର ଲିକ୍ ବିଲ୍ ଉପରେ ଆଜି ଆଲୋଚନା ହୋଇଛି । ସଂସଦରେ ଆଜି ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍, ଉପରେ ଆଲୋଚନା ହୋଇପାରେ । ବିରୋଧୀ ଦଳ ବିଲ୍ ଉପରେ ଆଲୋଚନା କରିବାକୁ ରାଜି ହୋଇଛନ୍ତି । ବାଚସ୍ପତି ଓମ୍ ବିର୍ଲା, ସବୁ ବିରୋଧୀ ଦଳର ନେତା ମାନଙ୍କ ସହ ଆଲୋଚନା କରିବା ପରେ ବିରୋଧୀ ଦଳ ଗୁଡିକ ଆଲୋଚନାରେ ଭାଗ ନେବାକୁ ସମ୍ମତି ପ୍ରକାଶ କରିଛନ୍ତି । ଆଲୋଚନା କରିବାପାଇଁ ଆଜି ଦିନ ୧୨ଟାରେ ଏହି […]