Saturday, 5 September 2026
କେନ୍ଦ୍ରାପଡ଼ା ଜ଼ିଲ୍ଲା ମୁଖ୍ୟ ଖବର

ଶହେରୁ ଊର୍ଦ୍ଧ୍ୱ ଗଛରେ ରାକ୍ଷୀ ବାନ୍ଧିଲେ ପରିବେଶବିତ ସରିତା

ଭାଇ-ଭଉଣୀର ପବିତ୍ର ସମ୍ପର୍କର ପର୍ବ ରାଖୀ ପୂର୍ଣ୍ଣିମା। ଏହି ଦିନରେ ଭଉଣୀ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କ ଦୀର୍ଘାୟୁ ଓ ସୁରକ୍ଷା କାମନା କରିଥାଏ। ହେଲେ ଏହି ପବିତ୍ର ଦିନକୁ ଏକ ନିଆରା ଢଙ୍ଗରେ ପାଳନ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ଆଳି ବ୍ଲକ ମେଣ୍ଢପୁର ଗ୍ରାମର ଯୁବତୀ ତଥା ପରିବେଶବିତ ସରିତା ସ୍ୱାଇଁ। ତାଙ୍କର ଏହି ନିଆରା ପ୍ରୟାସ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ‘ଗଛଟିଏ ଭାଇ ଟିଏ, ଗଛ […]

ଜ଼ିଲ୍ଲା ବାଲେଶ୍ଵର ରାଜ୍ୟ ଖବର

ରାଖି ଅଛି,ଭାଇ ଅଛି… ହେଲେ ରାଖି ବାନ୍ଧିବାକୁ ଭଉଣୀ ନାହିଁ

ଆଜି ରାଖି ପୂର୍ଣ୍ଣିମା। ଚାରିଆଡ଼େ ଭାଇ-ଭଉଣୀଙ୍କ ସ୍ନେହ, ଭଲପାଇବା ଓ ଖୁସିର ମାହୋଲ। କେଉଁଠି ଭଉଣୀ ଭାଇର ହାତରେ ରାଖି ବାନ୍ଧୁଛି, ତ ଆଉ କେଉଁଠି ଭାଇ ଭଉଣୀକୁ ଉପହାର ଦେଇ ତା’ର ମୁହଁରେ ହସ ଫୁଟାଉଛି। ହେଲେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବିଷ୍ଣୁପୁର ଗାଁର ଏକ ପରିବାର ପାଇଁ ଚଳିତବର୍ଷର ରାଖି ପୂର୍ଣ୍ଣିମା ପାଲଟିଯାଇଛି ଅସହ୍ୟ ଦୁଃଖର ଦିନ। ଅନେକ ଦିନ ଧରି ଭାଇ ଅପେକ୍ଷା କରିଥିଲା ରାଖି ପୂର୍ଣ୍ଣିମାକୁ। ଭଉଣୀ ଆସିବ, ହାତରେ […]

Suchana Tv @2025. All Rights Reserved || Developed By CBSPL