କ୍ରୀଡା ମୁଖ୍ୟ ଖବର

ବାଙ୍ଗାଲୋର ଗୁଜୁରାଟ ଲଢେଇ, କିଏ ପିନ୍ଧିବ ବିଜୟର ମୁକୁଟ!

ଏବେଠୁ ଆରମ୍ଭ ହେଲାଣି ପ୍ରବଳ ଭିଡ଼,  ଷ୍ଟାଡିଅମ ଆଗରେ ଲାଗିଲାଣି ଲମ୍ବା ଲାଇନ ।  ଆରସିବି ଡାକରେ କମ୍ପୁଛି ଷ୍ଟାଡିଅମ ବାହାର ।  କିଏ ଯିବ ଫାଇନାଲ କିଏ ମାରିବ ବାଜି ।  ଆଇପିଏଲ୍ ୨୦୨୬ର ପ୍ଲେ-ଅଫ୍ ମୁକାବିଲା ଆଜିଠାରୁ ଆରମ୍ଭ ହେଉଛି। ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଆଜି ସନ୍ଧ୍ୟା ୭:୩୦ରେ ଖେଳାଯିବ ପ୍ରଥମ କ୍ଵାଲିଫାୟର୍ ମ୍ୟାଚ୍। ଚଳିତ ବର୍ଷର ଚାମ୍ପିଅନ୍ ହେବା ଲକ୍ଷ୍ୟରେ ଥିବା ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସାମ୍ନା […]