ଦକ୍ଷିଣୀଶୁର ମହାଦେବ ମନ୍ଦିର ରାସ୍ତା ନିର୍ମାଣ ଦାବିରେ ତାତିଲେ ଅଞ୍ଚଳବାସୀ
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଠରବାଟିଆ ଅଞ୍ଚଳର ଦକ୍ଷିଣୀଶୁର ମହାଦେବ ମନ୍ଦିରକୁ ଯିବା ପାଇଁ ଆଜି ବି ନିର୍ମାଣ ହୋଇପାରିନାହିଁ ସୁବିଧାଜନକ ରାସ୍ତା। ପ୍ରାୟ ଦୁଇ ବର୍ଷ ଧରି ରାସ୍ତା ସମସ୍ୟାରେ ଛଟପଟ ହେଉଛନ୍ତି ଅଞ୍ଚଳବାସୀ। ବର୍ଷା ହେଲେ ପରିସ୍ଥିତି ଆହୁରି ସଙ୍ଗୀନ ହୋଇପଡ଼ୁଛି। କାଦୁଅ ଓ ପାଣି ଭର୍ତ୍ତି ରାସ୍ତାରେ ଚାଲିବା ଲୋକଙ୍କ ପାଇଁ ପ୍ରାୟ ଦୁର୍ଘଟଣାକୁ ଆମନ୍ତ୍ରଣ ଦେବା ସଦୃଶ ହୋଇଯାଉଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ରାସ୍ତା ନିର୍ମାଣ ନେଇ ବାରମ୍ବାର […]

