Saturday, 5 September 2026
ବିଜେଡି ବିଜେପି ମୁଖ୍ୟ ଖବର ରାଜନୀତି ରାଜ୍ୟ ରାଜନୀତି

ନବୀନଙ୍କ ଆକ୍ସନ ମୋଡ୍, ପଞ୍ଚାୟତରେ ବିଜେଡିର ଧମାକା!

ଓଡ଼ିଶା ରାଜନୀତିରେ ପୁଣି ଆରମ୍ଭ ହେଲା ବଡ ଚର୍ଚ୍ଚା। ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଆଉ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇବ, ରାଜ୍ୟ ରାଜନୀତିର ପାରା ସେତେ ଉପରକୁ ଯିବ। ଏହାରି ଭିତରେ ଏବେ ଚର୍ଚ୍ଚାର କେନ୍ଦ୍ରରେ ବିଜେଡି। କାରଣ ଦୀର୍ଘ ବର୍ଷ ଧରି ଓଡ଼ିଶାର ଶାସନ କ୍ଷମତାରେ ରହିଥିବା ବିଜେଡି ଏବେ ବିରୋଧୀ ଦଳ ଭାବେ ମଇଦାନରେ ରହିଛି। କିନ୍ତୁ ଦଳର ଆଗାମୀ ରାଜନୈତିକ ଯାତ୍ରା ପାଇଁ ପଞ୍ଚାୟତ ନିର୍ବାଚନକୁ ଏକ ବଡ ପରୀକ୍ଷା ଭାବେ […]

ବିଜେଡି ବିଜେପି ମୁଖ୍ୟ ଖବର ରାଜନୀତି ରାଜ୍ୟ

ଚିନ୍ତାରେ ବାପ’ପୁଅ, କ’ଣ ହେବ ଅରବିନ୍ଦଙ୍କ ରାଜନୈତିକ ଭବିଷ୍ୟତ

ରାଜନୀତିରେ ସଫଳତାର ପାହାଡ ଉପରେ ଛିଡା ହେଉଥିବା ବିଜୟ ୨୦୦୦ ମସିହାରୁ ବିଫଳତାର ସ୍ଵାଦ ଚାଖି ଚାଖି ଆସୁଛନ୍ତି। ନବୀନ କୁଆଡେ ବିଜୟଙ୍କ ରାଜନୈତିକ ଭବିଷ୍ୟତକୁ ଅନ୍ଧାର କରି ଦେଇଥିଲେ। ନବୀନଙ୍କ ସହ ପଙ୍ଗା ନେବା ବିଜୟଙ୍କୁ ଭାରି ପଡ଼ିଥିଲା। ଦିନେ ଓଡ଼ିଶା ରାଜନୀତିରେ ନିଜର ଦବଦବା ରଖୁଥିବା ବିଜୟ ମହାପାତ୍ରଙ୍କ ରାଜନୈତିକ ଯାତ୍ରାରେ ପରେ ପରେ ଆସିଥିଲା ଅନେକ ମୋଡ଼। କେତେବେଳେ ଦଳୀୟ ରାଜନୀତି ତ ଆଉ କେତେବେଳେ ନିର୍ବାଚନୀ ଫଳାଫଳ, ବିଜୟଙ୍କ ରାଜନୈତିକ ଭବିଷ୍ୟତକୁ […]

ଜାତୀୟ ବିଜେଡି ବିଜେପି ରାଜନୀତି ରାଜ୍ୟ ଖବର

ସୁଜାତାଙ୍କୁ ନେଇ ବିଜେଡିରେ ନୂଆ କାହାଣୀ!

କୁହୁଳୁଛି ଚାମେଲି ନିଆଁ।  କାହାକୁ ଛାଡିବେନି ତିଖିରି ସରପଞ୍ଚ। ବିଜେପିକୁ ହରେଇବାକୁ ବିରାଟ ପ୍ଲାନ୍।   ଭିତିରିଆ ସୁଜାତାଙ୍କ ସହ କଥା ହେଲେ ଚାମେଲି ଓଝା। ଏବେ  ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଛାତି ଧଡ ଧଡ । ବାଟରେ ପଡି ଦାଣ୍ଡରେ ଗଡ଼ିଲା ସବୁ ପ୍ଲାନ । ସେପଟେ  ଗେମ୍ ବଦଳେଇବାକୁ ବିଜେପିର ଉପର ମହଲରେ ବସିଲାଣି ରୁଦ୍ଧ ଦ୍ବାର ବୈଠକ।  ଶ୍ରୀମୟୀ ମିଶ୍ର କେମିତି  ବିଜେଡିକୁ ପାନେ ଦେବେ  12ନେତାଙ୍କୁ ନେଇ ଚାଲିଛି   ଅସଲ ଫିଲ୍ମ ର […]

ବିଜେଡି ରାଜନୀତି ରାଜ୍ୟ

ଚାଷୀ, ମହିଳା ଓ ଯୁବ ବର୍ଗକୁ ଗୃହକୁ ଘେରିବ ବିରୋଧୀ

ବିଜେଡି ବିଧାୟକ ଦଳର ବୈଠକ ଆଜି ଶଙ୍ଖ ଭବନଠାରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ସାଂପ୍ରତିକ ରାଜନୈତିକ ପରିସ୍ଥିତି ଓ ଲୋକଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଉଦ୍‌ବୋଧନ ଦେଇ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଷୁଡି ପଡିଛି । ମହିଳାମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ଖୋଦ୍‌ […]

ବିଜେଡି ରାଜନୀତି ରାଜ୍ୟ

ବିଜେଡିର ଉତ୍ତରାଧିକାରୀ ‘ସୁଜାତା’?

ବିଜୁ ଜନତା ଦଳର ଉତ୍ତରାଧିକାରୀ ଘୋଷଣାକୁ ନେଇ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ବଡ଼ ବୟାନ। ଏ ନେଇ ଯଦି ସେଭଳି କିଛି ବିଧିବଦ୍ଧ ନିଷ୍ପତ୍ତି ହୁଏ ବା ଦଳର ସଭାପତି ନିର୍ଦ୍ଦେଶ ଦିଅନ୍ତି ତେବେ ସମସ୍ତେ ଜାଣି ପାରିବେ। ଦେବୀ ମିଶ୍ରଙ୍କ ଏଭଳି ମନ୍ତବ୍ୟ ପରେ ବିଜେଡିର ଉତ୍ତରାଧିକାରୀ ଘୋଷଣା ଚର୍ଚ୍ଚାକୁ ଆହୁରି ବଳ ମିଳିଛି।… ଦଳର ପ୍ରତିଷ୍ଠା ଦିବସରେ ପ୍ରବେଶ କରିବେ କି ସୁଜାତା କାର୍ତ୍ତିକେୟନ ? ନେବେ କି ବିଜେଡିର […]

ଜାତୀୟ ବିଜେଡି ବିଜେପି ଯାଜପୁର ରାଜନୀତି

ପଦ୍ମ ପୋଖରିରେ ଅଣ ନିଶ୍ବାସ ହୋଇଯାଇଛନ୍ତି ଗେଣ୍ଡା ଦଳିଆ

ଦିନେ ଯାହା ଗଡ଼ ଥିଲା ତାହା ଆଜି ପାଲଟିଛି ଭୂତ ବଙ୍ଗଳା। ଯାଜପୁର ନାଁ ଶୁଣିଲେ ବିଜେଡ଼ି ନେତାଙ୍କୁ ଝାଡ଼ିବା ପାଇଁ ଖୋଜା ପଡୁଛନ୍ତି ଗୁଣିଆ। ଲୋକାଲ ନେତା ଭିଟାମାଟି ମାଡୁ ନାହାନ୍ତି ଆଉ ମୁଣ୍ଡି ନେତା ଆଖି ଉଠେଇ ଚାହୁଁ ନାହାନ୍ତି। ସତେ ଯେମିତି ଯାଜପୁର ଏବେ ବିଜେଡ଼ିର ମୁଣ୍ଡ ଉପରେ ସବାର ହୋଇଛି। ପଦ୍ମ ପୋଖରିରେ ଅଣ ନିଶ୍ବାସ ହୋଇଯାଇଛନ୍ତି ଗେଣ୍ଡା ଦଳିଆ । ଯାଜପୁରରେ ତାସ ଘର ପରି ଭୁସୁଡ଼ୁଛି ଶଙ୍ଖ ମହଲ। […]

Suchana Tv @2025. All Rights Reserved || Developed By CBSPL