Saturday, 5 September 2026
ଅନ୍ତର୍ଜାତୀୟ ଦେଶ ବିଦେଶ

ଟ୍ରମ୍ପଙ୍କ ବଡ଼ ପରମାଣୁ ଡିଲ୍! ସାଉଦି ପାଇବ ୟୁରାନିୟମ ଶକ୍ତି?

ଇରାନ ସହିତ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାଉଦି ଆରବ ସହିତ ଏକ ଐତିହାସିକ ପରମାଣୁ ଚୁକ୍ତିକୁ ଅନୁମୋଦନ କରିଛନ୍ତି। ଏହି ଚୁକ୍ତି ସାଉଦି ଆରବକୁ ଏହାର ବେସାମରିକ ପରମାଣୁ କାର୍ଯ୍ୟକ୍ରମ ପାଇଁ ୟୁରାନିୟମ ସମୃଦ୍ଧ କରିବାର କ୍ଷମତା ପ୍ରଦାନ କରିପାରିବ। ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା ହୋଇ ନଥିଲେ ମଧ୍ୟ, ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ଏବଂ ନ୍ୟୁଜ୍ ଏଜେନ୍ସି ଏପି ସୂତ୍ରକୁ ଉଦ୍ଧୃତ କରି ଏହି ଖବର ପ୍ରକାଶ କରିଛି। ଏପି ରିପୋର୍ଟ […]

ଜାତୀୟ ବିଜେଡି ବିଜେପି ରାଜନୀତି ରାଜ୍ୟ ଖବର

ସୁଜାତାଙ୍କୁ ନେଇ ବିଜେଡିରେ ନୂଆ କାହାଣୀ!

କୁହୁଳୁଛି ଚାମେଲି ନିଆଁ।  କାହାକୁ ଛାଡିବେନି ତିଖିରି ସରପଞ୍ଚ। ବିଜେପିକୁ ହରେଇବାକୁ ବିରାଟ ପ୍ଲାନ୍।   ଭିତିରିଆ ସୁଜାତାଙ୍କ ସହ କଥା ହେଲେ ଚାମେଲି ଓଝା। ଏବେ  ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଛାତି ଧଡ ଧଡ । ବାଟରେ ପଡି ଦାଣ୍ଡରେ ଗଡ଼ିଲା ସବୁ ପ୍ଲାନ । ସେପଟେ  ଗେମ୍ ବଦଳେଇବାକୁ ବିଜେପିର ଉପର ମହଲରେ ବସିଲାଣି ରୁଦ୍ଧ ଦ୍ବାର ବୈଠକ।  ଶ୍ରୀମୟୀ ମିଶ୍ର କେମିତି  ବିଜେଡିକୁ ପାନେ ଦେବେ  12ନେତାଙ୍କୁ ନେଇ ଚାଲିଛି   ଅସଲ ଫିଲ୍ମ ର […]

ଜ଼ିଲ୍ଲା ମୟୂରଭଞ୍ଜ ମୁଖ୍ୟ ଖବର ରାଜ୍ୟ ଖବର

ଉଦ୍ଧାର କାମ ଚାଲିଥିବା ବେଳେ… ମାଡ଼ିଆସିଲା ଆଉ ଏକ ଦୁର୍ଘଟଣା!

ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ପାଲବଣିରେ ଘଟିଛି ଏକ ଲୋମଟାଙ୍କୁରା ସଡ଼କ ଦୁର୍ଘଟଣା। ପୂର୍ବରୁ ଘଟିଥିବା ଏକ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଏକ ଦ୍ରୁତଗାମୀ ଡଷ୍ଟ ବୋଝେଇ ଡମ୍ପର ଲୋକଙ୍କ ଉପରେ ମାଡ଼ିଯିବାରୁ ୩ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ପ୍ରଥମେ ପାଲବଣି ନିକଟରେ ଏକ କାଠ ବୋଝେଇ ଟାଟା ଏସି ଗାଡ଼ି […]

ଅପରାଧ ଜାତୀୟ ମୁଖ୍ୟ ଖବର ରାଜ୍ୟ ଖବର

ଜଙ୍ଗଲରେ ଲୁଚାଯାଇଥିଲା ଗୋଳା ବାରୁଦ ସହ କ୍ୟାମେରା

କୋରାପୁଟ ପୁଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। କୋରାପୁଟ ଜିଲ୍ଲା ଡିଭିଏଫ୍ (DVF) ପୁଲିସ ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏକ ମାଓବାଦୀ ଡମ୍ପ ଠାବ କରି ବିପୁଳ ପରିମାଣର ସାମଗ୍ରୀ ଜବତ କରିଛି। ସୂଚନା ଅନୁଯାୟୀ, କୋରାପୁଟ ମାଲକାନଗିରି ସୀମାନ୍ତ ବୋଇପାରିଗୁଡା ବ୍ଲକ୍‌ର ତେନ୍ତୁଳିଗୁମା ଜଙ୍ଗଲରେ ମାଓବାଦୀମାନେ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିବା ନେଇ ପୁଲିସ ସୁରାକ ପାଇବାପରେ, ଏହି ସୂଚନା ଆଧାରରେ ଆଜି ସକାଳୁ […]

ଜାତୀୟ ମୁଖ୍ୟ ଖବର

ଗୋଟିଏ କଲ୍ ଏବଂ ୭ ଦିନ ପାଇଁ ମାଗଣା ଚିକିତ୍ସା

ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ପାଇଁ ତୁରନ୍ତ ମାଗଣା ଚିକିତ୍ସା ପାଇବା ପାଇଁ, ଜଣଙ୍କୁ କେବଳ 112 କୁ କଲ୍ କରିବାକୁ ପଡିବ। ଏହି କଲ୍ ଦ୍ୱାରା ତୁରନ୍ତ ଆମ୍ବୁଲାନ୍ସ ପହଞ୍ଚିବ ଏବଂ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମାଗଣା ଚିକିତ୍ସା ପାଇଁ ନିକଟସ୍ଥ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯିବ। ଗୁରୁବାର ଦିନ ଗାଜିଆବାଦର ସଞ୍ଜୟ ନଗରସ୍ଥିତ ସିଏମଓ କାର୍ଯ୍ୟାଳୟରେ ଏ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା,ଆଲୋଚନାରେ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନେ ଏବେ […]

ଜାତୀୟ ପାଣିପାଗ ମୁଖ୍ୟ ଖବର

ବାଦଲ ଫଟା ବର୍ଷାରେ ୯ ମୃତ୍ୟୁ, ୪୯ ରୁ ଅଧିକ ରାସ୍ତା ବନ୍ଦ

ହିମାଚଳ ପ୍ରଦେଶରେ ମୌସୁମୀର ଆଗମନ ଆଶ୍ୱସ୍ତି ଆଣିଛି ସତ ହେଲେ ଲୋକଙ୍କ ଦୈନଦିନ ଜୀବନରେ କଷ୍ଟ ମଧ୍ୟ ବଢି ଯାଇଛି । ସିମଲା, କାଙ୍ଗଡ଼ା, ଲାହୌଲ-ସ୍ପିତି ଏବଂ ଚମ୍ବା ଜିଲ୍ଲାରେ ଦୁର୍ଘଟଣାରେ ଦୁଇ ମହିଳାଙ୍କ ସମେତ ଚାରି ଜଣ ପ୍ରାଣ ହରାଇଛନ୍ତି। ଗୁରୁବାର ଦିନ, ରାଜ୍ୟରେ ରୋହତାଙ୍ଗ, ବାରାଲାଚା ଏବଂ ଶିଙ୍କୁଲା ଘାଟିରେ ହାଲୁକା ତୁଷାରପାତ ହେବା ସହିତ ଅନେକ ଅଞ୍ଚଳରେ ବର୍ଷା ହୋଇଛି। ଗତ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ […]

ମୁଖ୍ୟ ଖବର

ପେଟ୍ରୋଲରେ ଇଥାନଲ୍ ମିଶ୍ରଣ କରିବା ଦ୍ୱାରା ଗାଡିର ମାଇଲେଜ୍ କମିଯାଏ କି?

ପେଟ୍ରୋଲରେ ଇଥାନଲ୍ ବ୍ୟବହାରକୁ ନେଇ ଦେଶରେ ବର୍ତ୍ତମାନ ଏକ ଉଷ୍ମ ବିତର୍କ ଚାଲିଛି। ଏହି ପ୍ରସଙ୍ଗକୁ ସମ୍ବୋଧିତ କରି ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ରେସିଂ କାରଗୁଡ଼ିକରେ ଇଥାନଲ୍ ବ୍ୟବହାର କରାଯାଉଛି ଏବଂ ଏହି ଜୈବ ଇନ୍ଧନ ସେମାନଙ୍କୁ ଦ୍ରୁତ ଗତିରେ ରେସ କରିବାରେ ସାହାଯ୍ୟ କରିଥାଏ । ମଧ୍ୟ ପ୍ରାଚ୍ୟ ସଙ୍କଟ କାରଣରୁ ବିଶ୍ୱ ଅଶୋଧିତ ତୈଳ ମୂଲ୍ୟରେ ସମ୍ପ୍ରତି ପରିବର୍ତ୍ତନ ଘଟିବା ମଧ୍ୟରେ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଉପରେ ବିପୁଳ […]

ଅପରାଧ ଓଡ଼ିଶା କେନ୍ଦ୍ରାପଡ଼ା ମୁଖ୍ୟ ଖବର ରାଜ୍ୟ ଖବର

ସ୍କୁଲ, କଲେଜ ନିକଟସ୍ଥ ମଦ ଦୋକାନ ସ୍ଥାନାନ୍ତର ପାଇଁ ଅଣ୍ଟା ଭିଡ଼ିଲେ ମହିଳା ଓ ଗ୍ରାମବାସୀ

ଘରୋଇ ପରିବେଶ ମଧ୍ୟରେ ଚାଲୁଥିବା ଏକ ମଦ ଦୋକାନକୁ ନେଇ ବଢ଼ିଛି ସ୍ଥାନୀୟଙ୍କ ଅସନ୍ତୋଷ। ମଦ ଦୋକାନକୁ ତୁରନ୍ତ ସ୍ଥାନାନ୍ତର କରିବା ଦାବିରେ ଆଜି ଶତାଧିକ ମହିଳା ଓ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଅଣ୍ଢରା ବଜାର ଅଞ୍ଚଳରେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ମଦ ଦୋକାନ ନିକଟରେ ସ୍କୁଲ, କଲେଜ, ଆର୍‌ଆଇ କାର୍ଯ୍ୟାଳୟ ଓ ଏକ ମନ୍ଦିର ରହିଥିବାରୁ ଏହାକୁ ସ୍ଥାନାନ୍ତର କରିବା […]

ମୁଖ୍ୟ ଖବର ସିନେମା

‘ଗାଲାକ୍ସି ଆପାର୍ଟମେଣ୍ଟ’ ଛାଡ଼ିବେ ଭାଈଯାନ

ସଲମାନ ଖାନଙ୍କ ମୁମ୍ବାଇସ୍ଥିତ ‘ଗାଲାକ୍ସି ଆପାର୍ଟମେଣ୍ଟ’ ବହୁତ ଦିନ ଧରି ଚର୍ଚ୍ଚାର ବିଷୟ ହୋଇଆସିଛି। କେତେବେଳେ ବାସଭବନ ଉପରେ ଆକ୍ରମଣ ତ ଆଉ କେତେବେଳେ ଅନୁପ୍ରବେଶ ରିପୋର୍ଟ ମିଳିଛି । ହେଲେ, ଏବେ ଏପରି ଏକ ଖବର ଆସିଛି ଯାହା ତାଙ୍କ ପ୍ରଶଂସକମାନଙ୍କୁ ଖୁସି କରିଦେବ। ସଲମାନ ଖାନଙ୍କୁ ନୂଆ ଘର ତିଆରି କରିବା ପାଇଁ ମଞ୍ଜୁରୀ ମିଳି ଯାଇଛି, ତାଙ୍କ ମାଆ ସଲମା ଖାନଙ୍କ ନାମରେ ପଞ୍ଜୀକୃତ ସମୁଦ୍ର ମୁଖୀ ପ୍ଲଟରେ ଏକ ନୂତନ କୋଠା […]

Uncategorized

‘ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ବର୍ଷ ଭାରତ ଗସ୍ତରେ ଆସିବେ’ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ଘୋଷଣା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ବର୍ଷ ଆରମ୍ଭରେ ଭାରତ ଗସ୍ତ କରିପାରନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଶନିବାର ଏହି ସୂଚନା ସେୟାର କରିଛନ୍ତି। ରୁବିଓ କହିଛନ୍ତି ଯେ ଆମେରିକା ପ୍ରଶାସନ ଆସନ୍ତା ବର୍ଷ (୨୦୨୭) ଆରମ୍ଭରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ପାଇଁ ପ୍ରସ୍ତୁତି କରୁଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗଣମାଧ୍ୟମକୁ କହିଛନ୍ତି, “ରାଷ୍ଟ୍ରପତି ଟ୍ରମ୍ପଙ୍କ ଆସନ୍ତା ବର୍ଷ ଭାରତ ଗସ୍ତ ପାଇଁ ପ୍ରସ୍ତୁତି ଚାଲିଛି। ମୁଁ ଭାବୁଛି […]

Suchana Tv @2025. All Rights Reserved || Developed By CBSPL