Tuesday, 20 October 2026
ଅପରାଧ ଓଡ଼ିଶା କେନ୍ଦ୍ରାପଡ଼ା ମୁଖ୍ୟ ଖବର ରାଜ୍ୟ ଖବର

ସ୍କୁଲ, କଲେଜ ନିକଟସ୍ଥ ମଦ ଦୋକାନ ସ୍ଥାନାନ୍ତର ପାଇଁ ଅଣ୍ଟା ଭିଡ଼ିଲେ ମହିଳା ଓ ଗ୍ରାମବାସୀ

ଘରୋଇ ପରିବେଶ ମଧ୍ୟରେ ଚାଲୁଥିବା ଏକ ମଦ ଦୋକାନକୁ ନେଇ ବଢ଼ିଛି ସ୍ଥାନୀୟଙ୍କ ଅସନ୍ତୋଷ। ମଦ ଦୋକାନକୁ ତୁରନ୍ତ ସ୍ଥାନାନ୍ତର କରିବା ଦାବିରେ ଆଜି ଶତାଧିକ ମହିଳା ଓ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଅଣ୍ଢରା ବଜାର ଅଞ୍ଚଳରେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ମଦ ଦୋକାନ ନିକଟରେ ସ୍କୁଲ, କଲେଜ, ଆର୍‌ଆଇ କାର୍ଯ୍ୟାଳୟ ଓ ଏକ ମନ୍ଦିର ରହିଥିବାରୁ ଏହାକୁ ସ୍ଥାନାନ୍ତର କରିବା […]

ମୁଖ୍ୟ ଖବର ସିନେମା

‘ଗାଲାକ୍ସି ଆପାର୍ଟମେଣ୍ଟ’ ଛାଡ଼ିବେ ଭାଈଯାନ

ସଲମାନ ଖାନଙ୍କ ମୁମ୍ବାଇସ୍ଥିତ ‘ଗାଲାକ୍ସି ଆପାର୍ଟମେଣ୍ଟ’ ବହୁତ ଦିନ ଧରି ଚର୍ଚ୍ଚାର ବିଷୟ ହୋଇଆସିଛି। କେତେବେଳେ ବାସଭବନ ଉପରେ ଆକ୍ରମଣ ତ ଆଉ କେତେବେଳେ ଅନୁପ୍ରବେଶ ରିପୋର୍ଟ ମିଳିଛି । ହେଲେ, ଏବେ ଏପରି ଏକ ଖବର ଆସିଛି ଯାହା ତାଙ୍କ ପ୍ରଶଂସକମାନଙ୍କୁ ଖୁସି କରିଦେବ। ସଲମାନ ଖାନଙ୍କୁ ନୂଆ ଘର ତିଆରି କରିବା ପାଇଁ ମଞ୍ଜୁରୀ ମିଳି ଯାଇଛି, ତାଙ୍କ ମାଆ ସଲମା ଖାନଙ୍କ ନାମରେ ପଞ୍ଜୀକୃତ ସମୁଦ୍ର ମୁଖୀ ପ୍ଲଟରେ ଏକ ନୂତନ କୋଠା […]

Uncategorized

‘ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ବର୍ଷ ଭାରତ ଗସ୍ତରେ ଆସିବେ’ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ଘୋଷଣା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ବର୍ଷ ଆରମ୍ଭରେ ଭାରତ ଗସ୍ତ କରିପାରନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଶନିବାର ଏହି ସୂଚନା ସେୟାର କରିଛନ୍ତି। ରୁବିଓ କହିଛନ୍ତି ଯେ ଆମେରିକା ପ୍ରଶାସନ ଆସନ୍ତା ବର୍ଷ (୨୦୨୭) ଆରମ୍ଭରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ପାଇଁ ପ୍ରସ୍ତୁତି କରୁଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗଣମାଧ୍ୟମକୁ କହିଛନ୍ତି, “ରାଷ୍ଟ୍ରପତି ଟ୍ରମ୍ପଙ୍କ ଆସନ୍ତା ବର୍ଷ ଭାରତ ଗସ୍ତ ପାଇଁ ପ୍ରସ୍ତୁତି ଚାଲିଛି। ମୁଁ ଭାବୁଛି […]

ଦେଶ ବିଦେଶ ମୁଖ୍ୟ ଖବର

ପାକିସ୍ତାନରେ ଝଟକା; ଭୂକମ୍ପରେ ଥରିଲା ଡେରା ଗାଜି ଖାନ

ଶନିବାର ସକାଳେ ପାକିସ୍ତାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଯାଇଛି, ଯାହା ଫଳରେ ଲୋକମାନେ ଆତଙ୍କିତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (EMSC) ଅନୁଯାୟୀ, ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 5.4 ମପାଯାଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିରୁ 35 କିଲୋମିଟର (22 ମାଇଲ) ଗଭୀରତାରେ ଥିଲା। ଏପର୍ଯ୍ୟନ୍ତ, ବଡ଼ ଜୀବନ କିମ୍ବା ସମ୍ପତ୍ତି କ୍ଷୟ କ୍ଷତିର କୌଣସି ରିପୋର୍ଟ ମିଳିନାହିଁ। ପାକିସ୍ତାନର ଡେରା ଗାଜି ଖାନ ସହରରେ ସକାଳ 8:36 ରେ […]

ଅପରାଧ ମୁଖ୍ୟ ଖବର

‘ଜ୍ୱାଇଁ ଡ୍ରଗ୍ସର ଆଡିକଟେଡ଼ ଥିଲେ’: ଶ୍ବଶୁର ଆଣିଲେ ସଙ୍ଗୀନ ଅଭିଯୋଗ

ବିବାହର ଛଅ ମାସ ପରେ ତ୍ୱିଶା ଶର୍ମାଙ୍କ ମୃତ ଶରୀର ଶାଶୁ ଘରୁ ଉଦ୍ଧାର କରାଯାଇଥିଲା । ତାଙ୍କ ବାପା ନବନିଧି ଶର୍ମା ଦ୍ୱିତୀୟ ଥର ପାଇଁ ଶବ ବ୍ୟବଚ୍ଛେଦ କରିବାକୁ ଦାବି କରିଛନ୍ତି। ତ୍ୱିଶା ଶର୍ମାଙ୍କ ବାପା ଅଭିଯୋଗ କରିଛନ୍ତି ଯେ ତାଙ୍କ ଶ୍ୱଶୁର ଘର ଲୋକେ ମାମଲାକୁ ଚପାଇବାକୁ ଚେଷ୍ଟା କରିଥାଇପାରନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ନବ ନିଧି ଶର୍ମା ଦାବି କରିଛନ୍ତି ଯେ ତାଙ୍କ ଝିଅର ମୃତଦେହ ପଚିବା ପୂର୍ବରୁ ଦିଲ୍ଲୀ-ଏମ୍ସକୁ […]

ଦେଶ ବିଦେଶ ମୁଖ୍ୟ ଖବର ରାଜନୀତି

ମାତ୍ର ଗୋଟିଏ ଭୋଟରେ ମନ୍ତ୍ରୀଙ୍କୁ ହରାଇଲା TVK !

ନିର୍ବାଚନ ଆସେ ଯାଏଁ, ଆଉ ଜନତାହିଁ ନିସ୍ପତ୍ତି କରନ୍ତି କିଏ ପିନ୍ଧିବ ବିଜୟର ଟିକା । କିଏ ହେବ ସିଂହାସନର ମଉଡ ମଣୀ । ସେଥିପାଇଁ ବୋଧୂଏ ଯେବେଯେବେ ଯେଉଁଠି ଆଉ ଯେଉଁସମୟରେ ନିର୍ବାଚ ହୁଏ ସେବେସେବେ ସେଇଠି ସେଇଠି ଲୋକଙ୍କ ଉପରେ ଯୋଜନାର ବର୍ଷା ଗୋଟିଏ ପରେ ଗୋଟିଏ ହୁଏ । ଆଉ ସାଧାରଣ ଲୋକଙ୍କରୁ ଅନେକ ପ୍ରତିଶୃତି ମଧ୍ୟ ଦେଇଥାନ୍ତି ନେତା । ତଥାପି କିଅ ଜିତିବ ଆଉ କିଏ ହାରିବ ସେବି ଭାଗ୍ୟ […]

ଅପରାଧ ଜାତୀୟ ନୟାଗଡ଼ ମୁଖ୍ୟ ଖବର

କାଳ ବୈଶାଖୀ ହେଲା ମନ୍ଦିର ପାଇଁ କାଳ, ଲୁଟି ନେଲେ ମା’ଙ୍କ ସୁନା ଓ ରୂପା

ଝଡ଼ର ଫାଇଦା ଉଠାଇଲେ ଲୁଟେରା ଗ୍ୟାଙ୍ଗ, କାଳ ବୈଶାଖୀ ର ପ୍ରଭାବ କାଲି ରାଜ୍ୟର ବିଭିନ୍ନ ଜିଲ୍ଲା ରେ ଦେଖିବାକୁ ମିଳିଛି। ଯାହାର ପ୍ରଭାବ ମଧ୍ୟ ନୟାଗଡ଼ ଜିଲ୍ଳା ରେ ଦେଖିବାକୁ ମିଳିଛି, ହେଲେ ଏହି ଝଡ ତୋଫାନର ଫାଇଦା ଉଠାଇଛନ୍ତି କିଛି ଲୁଟେରା ଦଳ। ଫତେଗଡରେ ହୋଇଥିବା ମା ବୈଷ୍ଣ ଦେବୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରୀ କରି ପଳାଇଛନ୍ତି ଏହି ଲୁଟେରା ଦଳ । ଖବର ପାଇ ଶରଣକୁଳ ପୁଲିସ ସନ୍ଧାନୀ କୁକୁର […]

ଦେଶ ବିଦେଶ ମୁଖ୍ୟ ଖବର

ପୁଣି ମହଙ୍ଗା ହେଲା Commercial ଏଲପିଜି ସିଲିଣ୍ଡର

ଆମେରିକା-ଇରାନ ବିବାଦ ଯୋଗୁଁ ମଧ୍ୟପ୍ରାଚ୍ୟରେ ଅନିଶ୍ଚିତତା ଦେଖାଦେଇଥିବା ବେଳେ, ସରକାର ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟରେ ୯୯୩ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ସମ୍ବାଦ ସରବରାହ ସଂସ୍ଥା ଏଏନଆଇର ସୂତ୍ରକୁ ଉଦ୍ଧୃତ କରି ରିପୋର୍ଟରେ କୁହାଯାଇଛି: “ଆଜିଠାରୁ ୧୯ କିଲୋଗ୍ରାମର ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୯୯୩ ଟଙ୍କା ବୃଦ୍ଧି କରାଯାଇଛି। ଦିଲ୍ଲୀରେ, ଗୋଟିଏ ୧୯ କିଲୋଗ୍ରାମର ସିଲିଣ୍ଡରର ମୂଲ୍ୟ ଏବେ ₹୩,୦୭୧.୫୦ ହେବ।” ତଥାପି, ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରି, ଘରୋଇ ଏଲପିଜି […]

ଜାତୀୟ ଦେଶ ବିଦେଶ ଧର୍ମ ମୁଖ୍ୟ ଖବର

“ଧର୍ମ ପରିବର୍ତ୍ତନ କରନ୍ତି ତ…” ଏସସି-ଏସଟି ଆକ୍ଟ କୁ ନେଇ ସୁପ୍ରିମକୋର୍ଟ ଶୁଣାଇଲା ଗୁରୁତ୍ୱପୂର୍ଣ୍ଣ ରାୟ

ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ଏସସି-ଏସଟି ଆଇନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମ ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ ଅନୁସୂଚିତ ଜାତିର ସଦସ୍ୟ ଭାବରେ ଗ୍ରହଣ କରାଯାଇପାରିବ ନାହିଁ। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ ଧର୍ମ ଗ୍ରହଣ କରିବା ପରେ, ଅନୁସୂଚିତ ଜାତିର ସ୍ଥିତି ତୁରନ୍ତ ଏବଂ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇଯାଏ। ଜଷ୍ଟିସ୍ ପି.କେ. […]

Suchana Tv @2025. All Rights Reserved || Developed By CBSPL