ଚୋରା ଗ୍ୟାସ ବ୍ୟପାର ଚାଲିଥିବା ବେଳେ ମାଡି ବସିଲା ଯୋଗାଣ ଅଧିକାରୀ
ଆଗରେ ମିଠା ଦୋକାନ, ହେଲେ ପଛରେ ଲୁଚି ରହିଥିଲା ଚୋରା ଗ୍ୟାସର ଏକ ବଡ ରାକେଟ । ବେଆଇନ ସିଲିଣ୍ଡରକୁ ନେଇ ଚାଲିଥିଲା ଗ୍ୟାସ ରିଫଲିଙ୍ଗ, ମାଡି ବସିଲା ଯୋଗାଣ ଅଧିକାରୀ। ଗୋଟିଏ ଦୋକାନରୁ ୨୫ ଟି ସିଲିଣ୍ଡର ଜବଦ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କାଳାହି ସ୍କୁଲଛକ ନିକଟରେ ଥିବା କାଳୀମାତା ସୁଇଟରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଏହି ଦୋକାନରେ ଆଗରେ ଚାଲିଥିଲା ମିଠା ବିକ୍ରି ଓ ପଛରେ ଚାଲିଥିଲା […]







