କେନ୍ଦ୍ରାପଡ଼ାରେ ପାଳିତ ହେଲା ‘ଧର୍ମରକ୍ଷା ଦିବସ’….
ପବିତ୍ର ଜନ୍ମାଷ୍ଟମୀ ଅବସରରେ ସ୍ମରଣ କରାଗଲା ବ୍ରହ୍ମଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନକୁ। କେନ୍ଦ୍ରାପଡ଼ା ଇଚ୍ଛାପୁରସ୍ଥିତ ପ୍ରଭୁ ବଳଦେବଜୀଉଙ୍କ ଯାତ୍ରୀ ନିବାସ ପରିସରରେ ଧର୍ମଜାଗରଣ ସମନ୍ୱୟ ପକ୍ଷରୁ ଆୟୋଜିତ ହୋଇଛି ୧୮ତମ ବଳିଦାନ ସ୍ମୃତି ସମାରୋହ। ‘ଧର୍ମରକ୍ଷା ଦିବସ’ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ ସାଧୁସନ୍ଥ, ସମାଜସେବୀ ଓ ଧର୍ମପ୍ରେମୀ। ପବିତ୍ର ଜନ୍ମାଷ୍ଟମୀ… ଆଉ ଏହି ପବିତ୍ର ଅବସରରେ ସ୍ମରଣ କରାଗଲା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନକୁ। କେନ୍ଦ୍ରାପଡ଼ା ଇଚ୍ଛାପୁରସ୍ଥିତ ପ୍ରଭୁ […]
