Sunday, 6 September 2026
ଦେଶ ବିଦେଶ

କାଦୁଅ ଭିତରେ ଜୀବନର ସନ୍ଧାନ, ଅସହାୟ ଆଖିରେ ଅପେକ୍ଷା

କିଏ ହାତରେ ଗୋଟିଏ ଫଟୋ ଧରି ଏପଟ ସେପଟ ଦୌଡ଼ୁଛି । କିଏ ନିଖୋଜ ଲୋକଙ୍କ ଲମ୍ବା ତାଲିକାକୁ ଥରେ ନୁହେଁ, ବାରମ୍ବାର ଅଣ୍ଡାଳୁଛି । କିଏ ପୋଲିସ କ୍ୟାମ୍ପରେ ପଚରାଉଚରା କରୁଛି, କିଏ ରିଲିଫ ସେଣ୍ଟରରେ ନିଜ ଲୋକଙ୍କ ନାଁ ଖୋଜୁଛି। ଆଉ କିଏ ଧ୍ୱଂସ ହୋଇଯାଇଥିବା ନିଜ ଘରର ଠିକଣା ଖୋଜୁଛି । କାରଣ ପ୍ରଳୟ ସବୁକିଛି ବଦଳାଇ ଦେଇଛି। ଗତକାଲି ଯେଉଁ ଗାଁରେ ଲୋକଙ୍କ କୋଳାହଳ ଥିଲା, ଆଜି ସେଠାରେ କେବଳ କାଦୁଅର […]

ଦେଶ ବିଦେଶ ମୁଖ୍ୟ ଖବର

ପାକିସ୍ତାନରେ ଝଟକା; ଭୂକମ୍ପରେ ଥରିଲା ଡେରା ଗାଜି ଖାନ

ଶନିବାର ସକାଳେ ପାକିସ୍ତାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଯାଇଛି, ଯାହା ଫଳରେ ଲୋକମାନେ ଆତଙ୍କିତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (EMSC) ଅନୁଯାୟୀ, ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 5.4 ମପାଯାଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିରୁ 35 କିଲୋମିଟର (22 ମାଇଲ) ଗଭୀରତାରେ ଥିଲା। ଏପର୍ଯ୍ୟନ୍ତ, ବଡ଼ ଜୀବନ କିମ୍ବା ସମ୍ପତ୍ତି କ୍ଷୟ କ୍ଷତିର କୌଣସି ରିପୋର୍ଟ ମିଳିନାହିଁ। ପାକିସ୍ତାନର ଡେରା ଗାଜି ଖାନ ସହରରେ ସକାଳ 8:36 ରେ […]

Suchana Tv @2025. All Rights Reserved || Developed By CBSPL