କେନ୍ଦ୍ରାପଡ଼ା ଜ଼ିଲ୍ଲା ମୁଖ୍ୟ ଖବର

ଗୋପ ସେଣ୍ଟ ଜାଭିୟର ହାଇସ୍କୁଲରେ ଧୁମଧାମରେ ଗୁରୁଦିବସ ପାଳନ…

ଗୁରୁ ହେଉଛନ୍ତି ଜୀବନର ପ୍ରଥମ ପଥପ୍ରଦର୍ଶକ। ଅଜ୍ଞାନତାର ଅନ୍ଧକାରରୁ ଜ୍ଞାନର ଆଲୋକ ଆଡ଼କୁ ନେଇଯାଆନ୍ତି ଗୁରୁ। ଗୁରୁ-ଶିଷ୍ୟ ପରମ୍ପରାର ଏହି ମହାନ ସମ୍ପର୍କକୁ ସ୍ମରଣ କରି କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ପାଳିତ ହୋଇଛି ଗୁରୁଦିବସ। ଗୋପସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲରେ ମଧ୍ୟ ଏହି ଦିବସକୁ ଧୁମଧାମରେ ପାଳନ କରାଯାଇଛି। ଗୁରୁଙ୍କ ପ୍ରତି ସମ୍ମାନ… ଗୁରୁଙ୍କ ପ୍ରତି କୃତଜ୍ଞତା… ଆଉ ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କକୁ ସ୍ମରଣ କରି ଉତ୍ସବମୁଖର ହୋଇଉଠିଥିଲା ଗୋପ ସେଣ୍ଟ ଜାଭିୟର ହାଇସ୍କୁଲ ପରିସର। […]