Sunday, 17 May 2026
ମନରଞ୍ଜନ ସିନେମା

କିସ୍ କିସ୍ କୋ ପ୍ୟାର୍ କରୁଁ 2 ର ଟ୍ରେଲର ରିଲିଜ୍, କପିଲ୍ ଶର୍ମା 4 ପତ୍ନୀଙ୍କ କବଳରେ ଫସିଲେ କପିଲ, ଆଶ୍ରମର ବବିତା ବଢ଼ାଇଲେ ତାପମାନ

ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ ଫିଲ୍ମ “କିସ୍ କିସ୍ କୋ ପ୍ୟାର୍ କରୁଁ ୨” ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ଅଫିସିଆଲ୍ ଟ୍ରେଲର ରିଲିଜ୍ ହୋଇଯାଇଛି। ଫିଲ୍ମଟି ଡିସେମ୍ବର ୧୨ ତାରିଖରେ ରିଲିଜ୍ ହେବାର ଯୋଜନା ରହିଛି। ପ୍ରଶଂସକମାନେ ଟ୍ରେଲରକୁ ପସନ୍ଦ କରୁଛନ୍ତି। କପିଲ ଶର୍ମା ତାଙ୍କ କମେଡିରେ ତଡକା ଲଗେଇବାକୁ ଯାଉଛଂତି । ସେ ତାଙ୍କ ଶୈଳୀରେ ଫିଲ୍ମରେ ପୁରା ଧମାଲ ମଚେଇଛନ୍ତି। ଟ୍ରେଲରରେ ଦେଖାଯାଇଛି ଯେ କପିଲ ଜଣେ ମହିଳାଙ୍କ ପ୍ରେମରେ ପଡ଼ିଛନ୍ତି […]

ଜାତୀୟ ମନରଞ୍ଜନ ସିନେମା

ତୋଡେଙ୍ଗେ ଦମ ଅଗର ତେରା ସାଥ ନେହିଁ ଛୋଡ଼େଙ୍ଗେ…ଜୟଙ୍କୁ ଛାଡି ଚାଲିଗଲେ ବିରୁ

ବଲିଉଡର “ହି-ମ୍ୟାନ୍” ଧର୍ମେନ୍ଦ୍ର ଆଉ ଆମ ଗହଣରେ ନାହାନ୍ତି। ନଭେମ୍ବର 24 ତାରିଖ ସୋମବାର ଦିନ ତାଙ୍କର ପରଲୋକ ହୋଇଛି । 89 ବର୍ଷ ବୟସରେ, ଧର୍ମେନ୍ଦ୍ର ତାଙ୍କ ଜୁହୁ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର ସ୍ୱାସ୍ଥ୍ୟବସ୍ଥା ବହୁତ ଦିନ ଧରି ଖରାପ ଥିଲା। ପରିବାରର ଅନୁରୋଧରେ ନଭେମ୍ବର 12 ତାରିଖରେ ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ସେବେଠାରୁ ସେ ଘରେ ଚିକିତ୍ସାଧୀନ ଥିଲେ। ଭିଲେ ପାର୍ଲେର ପବନ ହଂସ ଶ୍ମଶାନରେ […]

ଜାତୀୟ ମନରଞ୍ଜନ ସିନେମା

ସ୍ୱାସ୍ଥ୍ୟ ବିଗିଡି ଯିବାରୁ ବେହୋଶ ହୋଇଗଲେ ରାଜାବାବୁ!

ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଛି। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ମଙ୍ଗଳବାର ରାତିରେ ଗୋବିନ୍ଦା ତାଙ୍କ ଘରେ ଚେତାଶୂନ୍ୟ ହୋଇଯାଇଥିଲେ, ଯାହା ପରେ ଜଣେ ଡାକ୍ତରଙ୍କ ସହ ଯୋଗାଯୋଗ କରାଯାଇଥିଲା ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ଗୋବିନ୍ଦାଙ୍କୁ କିଛି ଔଷଧ ଦିଆଯାଇଥିଲା। ଏହା ପରେ, ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୋବିନ୍ଦାଙ୍କ ବନ୍ଧୁ ଏବଂ ଆଇନଗତ ପରାମର୍ଶଦାତା ଲଳିତ ବିନ୍ଦଲ ଗଣମାଧ୍ୟମକୁ କହିଛନ୍ତି, “ଡାକ୍ତରଙ୍କ ସହ କଥା ହେବା […]

Suchana Tv @2025. All Rights Reserved || Developed By CBSPL