Saturday, 5 September 2026
ଅନ୍ତର୍ଜାତୀୟ ମୁଖ୍ୟ ଖବର

ଚାହୁଁଚାହୁଁ ଆଖି ପିଛୁଳାକେ ସମୁଦ୍ରରେ ଡୁବିଗଲା

ପାରାଦୀପରେ ଜାହାଜ ଅଘଟଣ: ସୂଚନା ଅନୁସାରେ, ଜାହାଜଟି ପାରାଦୀପ ବନ୍ଦରରୁ ଚୀନ୍‌ର ଡାଲିଆନ୍‌ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଓଡ଼ିଶା ଉପକୂଳରୁ ପ୍ରାୟ ୨୫୦ ନଟିକାଲ ମାଇଲ ଦୂର ଯାତ୍ରା କରିବା ପରେ ଜାହାଜଟି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଗତକାଲି ଦିନ ୧୧ଟା ୪୮ ମିନିଟ୍‌ ସମୟରେ MV Ocean Winner ଜାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ନେଇ MRCC ସୂଚନା ପାଇଥିଲା। ସୂଚନା ପାଇବା ପରେ ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଜାହାଜରେ […]

ଜ଼ିଲ୍ଲା ମୁଖ୍ୟ ଖବର ରାଜ୍ୟର ପ୍ରମୁଖ ସହର

ଖରସ୍ରୋତାରେ କୁମ୍ଭୀର ଆତଙ୍କ, ଡଙ୍ଗା ନିକଟରୁ ଟାଣିନେଲା ପାରେଶ୍ୱରଙ୍କୁ !

ସମ୍ବିଦ୍ ନାୟକ (ଆଳି) କେନ୍ଦ୍ରାପଡ଼ା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ନଦୀ ପାର ହେବା ପାଇଁ ଡଙ୍ଗା ନିକଟକୁ ଯାଉଥିବା ସମୟରେ ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ନଦୀ ଭିତରକୁ ଟାଣି ନେଇଥିବା ଅଭିଯୋଗ ଆସିଛି। ନିଖୋଜ ବ୍ୟକ୍ତି ହେଉଛନ୍ତି ରାଜକନିକା ଥାନା ଅଧୀନ ଗଙ୍ଗାଧର ପ୍ରସାଦ ଡିହା ଗାଁର ପ୍ରାୟ ୫୦ ବର୍ଷୀୟ ପାରେଶ୍ୱର ବେହେରା। ଘଟଣାକୁ ନେଇ ପରିବାର ଲୋକଙ୍କ ସମେତ ସ୍ଥାନୀୟ […]

ଜ଼ିଲ୍ଲା ମୁଖ୍ୟ ଖବର ରାଜ୍ୟର ପ୍ରମୁଖ ସହର

ଦାଦନ ଦୁଃଖରେ କନ୍ଧମାଳ: ୧୭ ଦିନରେ ଗଲାଣି ୭ ଜୀବନ

ଅରୁଣ ଷଡଙ୍ଗୀ (କନ୍ଧମାଳ) କନ୍ଧମାଳ ଜିଲ୍ଲାକୁ ପିଛା ଛାଡୁନି ଦାଦନ ଦୁଃଖ! ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମାତ୍ର ୧୭ ଦିନ ମଧ୍ୟରେ ପ୍ରାୟ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଏବେ ଚିନ୍ତା ବଢ଼ାଇଛି। ଏହାରି ଭିତରେ କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା କନ୍ଧମାଳ ଟିକାବାଲି ବ୍ଲକ ଗଦଗୁଡ଼ା ଗାଁର ଶୁଭଦେବ ପ୍ରଧାନଙ୍କ ଅକାଳ ମୃତ୍ୟୁ ପରିବାରକୁ ଦୁଃଖରେ ଭସାଇ ଦେଇଛି। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ଶୁଭଦେବ। ନିଜ […]

ଅପରାଧ ଜ଼ିଲ୍ଲା ମୁଖ୍ୟ ଖବର ରାଜ୍ୟର ପ୍ରମୁଖ ସହର

ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କ!

ଧଡୁ ପଟ୍ଟନାୟକ(ପୁରୀ ) ମା’ର ମମତା ଓ ପୁଅର ଭଲପାଇବାର ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କ! ପୁଅର ସନ୍ଦେହଜନକ କାରନାମାକୁ ନେଇ ଏବେ ପୁରୀରେ ଚାଞ୍ଚଲ୍ୟ। ପୁରୀ କୁମ୍ଭାରପଡ଼ା ଅଞ୍ଚଳରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା। ଜଣେ ମାଆଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଭଡ଼ା ଘରର ରୋଷେଇ ଘର ସ୍ଲାବ ତଳେ ପୋତି ଦିଆଯାଇଥିବା ନେଇ ଘର ମାଲିକ ସନ୍ଦେହ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ, ପ୍ରାୟ ଦୁଇ ମାସ ତଳେ ଜଣେ ମହିଳା […]

Suchana Tv @2025. All Rights Reserved || Developed By CBSPL