ଏକାସାଙ୍ଗରେ ଦୁଇ ଦୁଇଟି ଦୁର୍ଘଟଣା, ଚାଲିଗଲା ୬ ଜୀବନ
ଆଜି ସକାଳୁ ଉତ୍ତରପ୍ରଦେଶର ଦୁଇଟି ସହରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପ୍ରଥମ ଦୁର୍ଘଟଣାଟି ଗାଜିଆବାଦରେ ଘଟିଥିଲାବେଳେ ଦ୍ଵିତୀୟ ଘଟଣାଟି ବିଜନୌରରେ ଘଟିଥିବା ସୂଚନା ମିଳିଛି । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନାନୁଯାୟୀ, ଗାଜିଆବାଦରେ ଦୁଇଟି ବାଇକ୍ ପରସ୍ପର ଧକ୍କା ହୋଇଥିଲା । ଯାହାଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୨ଜଣ ଆହତ ହୋଇଥିବା ଜଣାପଡିଛି । ୱେଭ୍ ସିଟି ଥାନା ଅଞ୍ଚଳର ଦାସନାର ବାସିନ୍ଦା […]

