Saturday, 5 September 2026
ଜାତୀୟ ରାଜନୀତି

SIR କୁ ନେଇ ମମତାଙ୍କ ଧମକ !

କେନ୍ଦ୍ର ସରକାରଙ୍କ ନିର୍ବାଚନକୁ ଦୃଷ୍ଟିରେ ରଖି ଆଣିଛନ୍ତି ନୂଆ ନିୟମ ‘SIR’ଯାହାକୁ ବିରୋଧ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ନିର୍ବାଚନ କମିଶନ ଏବଂ SIR (State Reorganization Issue) ଉପରେ ଉଠାଇଛନ୍ତି ପ୍ରଶ୍ନ । ତାଙ୍କ କହିବା କଥା ଏସଆଇଆର ପରେ ଯେତେବେଳେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶିତ ହେବ, ସେତେବେଳେ ଭୋଟରମାନେ ନିର୍ବାଚନ କମିଶନ ଏବଂ ବିଜେପି ଦ୍ୱାରା ସୃଷ୍ଟି ହୋଇଥିବା ବିପର୍ଯ୍ୟୟକୁ ଅନୁଭବ କରିବେ। ସେ ସାମ୍ପ୍ରତିକ ବିହାର ନିର୍ବାଚନର ଫଳାଫଳ […]

ଓଡ଼ିଶା ରାଜନୀତି

ନୂଆପଡ଼ା ଉପନିର୍ବାଚନ: ବିଜେପିର ବଡ଼ ବିଜୟ, ପଦ୍ମ ପୁଣି ଫୁଟିଲା

ନୂଆପଡ଼ା ବିଧାନସଭା ଆସନର ଉପନିର୍ବାଚନରେ ମତଗଣନା ଶେଷ ହୋଇଛି। ୨୬ଟି ରାଉଣ୍ଡ୍‌ ପରେ ଆସିଥିବା ଫଳାଫଳ ଅନୁଯାୟୀ, ଭାରତୀୟ ଜନତା ପାର୍ଟି (ବିଜେପି) ଏଠାରେ ବିପୁଳ ବ୍ୟବଧାନରେ ଜିତିଛି। ଏହା ଏକ ବଡ଼ ଆଶ୍ଚର୍ଯ୍ୟ ନୁହେଁ, କାରଣ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ମିଳିଛି ୧,୨୩,୮୬୯ଟି ଭୋଟ୍‌। ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଘାସିରାମ ମାଝୀଙ୍କୁ ମିଳିଛି ମାତ୍ର ୪୦,୧୨୧ଟି ଭୋଟ୍‌। ଅର୍ଥାତ୍‌, ଜୟ ଢୋଲକିଆ ୮୩,୭୪୮ଟି ଭୋଟ୍‌ର ବିଶାଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ନିର୍ବାଚନ କମିଶନର […]

ଜାତୀୟ

ମାଲବାହୀ ଟ୍ରେନ ଉପରକୁ ମାଡ଼ିଗଲା ଯାତ୍ରୀବାହୀ ଟ୍ରେନ

ଛତିଶଗଡ଼ର ବିଳାସପୁରରେ ଏକ କୋର୍ବା ଯାତ୍ରୀବାହୀ ଟ୍ରେନ୍ ଏବଂ ଏକ ମାଲବାହୀ ଟ୍ରେନ୍ ଧକ୍କା ହୋଇଯାଇଛି। ଏହି ଭୟଙ୍କର ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ରେଳବାଇ ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତଥାପି ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି । ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ୪ଟାରେ ଏହି ଘଟଣା ଘଟିଛି। ରେଳ […]

ଅପରାଧ ଜାତୀୟ

ତେଲେଙ୍ଗାନାରେ ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ

    ତେଲେଙ୍ଗାନା ଏକ୍ସାଇଜ୍ ସ୍ପେଶାଲ୍ ଟାସ୍କ ଫୋର୍ସ ଏକ ବଡ଼ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ୍ କରିଛି। ଜଣେ ସ୍ନାତକୋତ୍ତର ଡାକ୍ତରଙ୍କ ଭଡା ଘରେ ଚଢାଉ କରିବା ଦ୍ୱାରା ଡ୍ରଗ୍ସ ଚାଲାଣ ନେଟୱାର୍କର ମୁଖ୍ୟ ଆଧାର ଠାବ ହୋଇଛି। ଏହି ମାମଲାରେ, STFର B ଟିମ୍ ହାଇଦ୍ରାବାଦର ମୁଶୀରାବାଦର ବାସିନ୍ଦା ଜନ୍ ପଲଙ୍କ ଘରେ ଚଢାଉ କରିଥିଲା। ଚଢାଉ ସମୟରେ, STF ପ୍ରାୟ ₹3 ଲକ୍ଷ ମୂଲ୍ୟର ଛଅ ପ୍ରକାରର ଉଚ୍ଚମାନର ଔଷଧ ଜବତ କରିଥିଲା। STF […]

Suchana Tv @2025. All Rights Reserved || Developed By CBSPL