ସୁଜାତାଙ୍କୁ ନେଇ ବିଜେଡିରେ ନୂଆ କାହାଣୀ!
କୁହୁଳୁଛି ଚାମେଲି ନିଆଁ। କାହାକୁ ଛାଡିବେନି ତିଖିରି ସରପଞ୍ଚ। ବିଜେପିକୁ ହରେଇବାକୁ ବିରାଟ ପ୍ଲାନ୍। ଭିତିରିଆ ସୁଜାତାଙ୍କ ସହ କଥା ହେଲେ ଚାମେଲି ଓଝା। ଏବେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଛାତି ଧଡ ଧଡ । ବାଟରେ ପଡି ଦାଣ୍ଡରେ ଗଡ଼ିଲା ସବୁ ପ୍ଲାନ । ସେପଟେ ଗେମ୍ ବଦଳେଇବାକୁ ବିଜେପିର ଉପର ମହଲରେ ବସିଲାଣି ରୁଦ୍ଧ ଦ୍ବାର ବୈଠକ। ଶ୍ରୀମୟୀ ମିଶ୍ର କେମିତି ବିଜେଡିକୁ ପାନେ ଦେବେ 12ନେତାଙ୍କୁ ନେଇ ଚାଲିଛି ଅସଲ ଫିଲ୍ମ ର […]








